ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ସାନିଟାରୀ ପେଡ ବଣ୍ଟନ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ଓ ସଚେତନତା ଆଜି ବୋଲି ନୁହେଁ, ସବୁ ସମୟରେ ଜୀବନ ଜୀଇଁବାର ମୂଳମନ୍ତ୍ର । ଏହାକୁ ପାଥେୟ କରି ମାହେଶ୍ୱରୀ ମହିଳା ଶାଖାର ସଦସ୍ୟାମାନେ କୁଡ଼ାସିଂହା ଗ୍ରାମରେ ସ୍କୁଲ ପଢ଼ା ଝିଅମାନଙ୍କୁ ସାନିଟାରୀ ପେଡ ବଣ୍ଟନ କରି ତାର ବ୍ୟବହାର କରି କିପରି ସ୍ଵଛତା ଅବଲମ୍ବନ କରା ଯାଇପାରିବ ତାହା ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରି ବୁଝାଇଛନ୍‌ନ୍ତି ।

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଅଙ୍କୁଶ କୁମାର୍ ପାଣ୍ଡିଆ, ଉପଦେଷ୍ଟା – ଲଲିତ ସାହୁ, ନୂତନ ଦାସ, ବିଷ୍ଣୁପ୍ରିୟା ପାଣି, ସୋନିଆ ବେଜ, ପ୍ରିୟଙ୍କା ପଟ୍ଟନାୟକ, ସୁଶ୍ରିତା ଠାକୁର, ଆଶିଷ ଜେନା, ରାଜ ବାଲୁଙ୍କେଶ୍ୱର ନନ୍ଦ, ସୁମିତ୍ ରାଓ, ପ୍ରୀତିଶ ସାହୁ, ସାହିଲ ସିଂହ ଗଡତିଆ, ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶିନୀ ନାଥ ତଥା ସହ-ସଂଯୋଜିକା ସନମ ସାହୁ, ପ୍ରିତିପ୍ରଜ୍ଞା ମହାରଣା, ମନିଷା ସାହୁ (ଏ), ମନିଷା ସାହୁ (ବି), ପ୍ରିୟଙ୍କା ନାଏକ, ଅଙ୍କିତା ନାଏକ , ଅଳକା ସେନାପତି, ବର୍ଷାରାଣୀ ସାହୁ,  ତୃପ୍ତି ସାହୁ, ଅନିତା ସାହୁ, ନିହାରିକା ସାହୁ, ଜ୍ୟୋତିର୍ମୟୀ ଦଲାଇ, ରୋଜା ପଧାନ ଯଶୋବନ୍ତୀ ଭୁଏ, ମନୋଜ ଝାଙ୍କର, ସଞ୍ଜୟ ମାଝୀ, ଗୋବିନ୍ଦ ସାହୁ, କିରଣ ସାହୁ ପ୍ରମୁଖ ଉପ‌ସ୍ଥିତ ଥିଲେ ।

Leave A Reply

Your email address will not be published.