Yearly Archives

2020

ତୁର୍କମେନିସ୍ତାନର ବିଚିତ୍ର ଶାସକଙ୍କ ଦ୍ୱାରା ନିର୍ମିତ ହେଲା କୁକୁରର ୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ପ୍ରତିମା

ଅଶ୍‌ଗାବାତ : ପଶୁମାନଙ୍କ ପ୍ରତିମା ପ୍ରତି କେବଳ ଭାରତର ଲୋକଙ୍କ ନୁହେଁ ବରଂ ବିଦେଶରେ ମଧ୍ୟ ବିଶେଷ ଭାବରେ ରହିଛି । ତୁର୍କମେନ ଶାସକ ତାଙ୍କ ପ୍ରିୟ କୁକୁରର ୫୦ ଫୁଟର ସ୍ୱର୍ଣ୍ଣ ପ୍ରତିମା ତିଆରି କରିଛନ୍ତି । ଏହି ପ୍ରତିମା ରାଜଧାନୀ ଅଶଗାବତ୍‌ର ନୂତନ ଭାବେ ପ୍ରତିଷ୍ଠ।। ହୋଇଥିବା ଅଂଚଳ
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ

ତୁରେକେଲା,(କୈଳାଶ ସଗ୍ରିଆ) : ଗତ ୧୧ ତାରିଖ ଦିନ ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖୁଟୁଲୁମୁଣ୍ଡାରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରୀଆ ଯୋଗଦାନ କରି ମଉଲାନା ଆଜାଦଙ୍କ ସମ୍ବନ୍ଧରେ ସମ୍ୟକ
Read More...

୨ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କଲା ପୋଲିସ

କୋରାପୁଟ, (କେପିଏନ୍‌ଏସ୍‌) : ଦୁଇ କୋଟିରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଛି କୋରାପୁଟ ଲମତାପୁଟ ଥାନା ପୋଲିସ । ସୂଚନା ଅନୁସାରେ ଏକ ୪୦୭ ଭ୍ୟାନ୍‌ରେ ହଜାରେ ୩୬ କେଜି ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ରାତିରେ ପେଟ୍ରୋଲିଂ ସମୟରେ ପୋଲସି ହାତରେ ଧରାପଡ଼ିଛି । ପୋଲିସକୁ ଦେଖି ଚୋରା
Read More...

ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ୟ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ । ଗତ ବର୍ଷ କୋଣାର୍କ ରେ ଆୟୋଜିତ ଏହି କାର୍ୟ୍ୟକ୍ରମର ବିପୁଳ ସଫଳତା ପରେ ଏଥର ପାଞ୍ଚୋଟି ସ୍ଥାନରେ ଆୟୋଜିତ ହେଉଥିବା ଏହି
Read More...

ଆତ୍ମନିର୍ଭର ଭାରତ ୩.୦ ପାଇଁ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଘୋଷଣା

• ଏମ୍‌ଏସ୍‌ଏମ୍‌ଇ, ବ୍ୟବସାୟ, ମୁଦ୍ରା ଋଣକାରୀ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଇସିଏଲ୍‌ଜି ସ୍କିମ୍‌ର ମିଆଦ ୨୦୨୧ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢିଲା; ଏମାନଙ୍କ ପାଇଁ ଅତିରିକ୍ତ ୨୦ ଶତାଂଶ ଋଣ ଯୋଗାଣ ବ୍ୟବସ୍ଥା• ଚାମ୍ପିଅନ କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କାର ଉତ୍ପାଦନଭିତ୍ତିକ
Read More...

କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା

● ଦେଶରେ ସକ୍ରିୟ କରୋନା ମାମଲା ୪.୯ ଲକ୍ଷରୁ କମ, ମୋଟ ପଜିଟିଭ୍ ମାମଲା ୫.୬୩%କୁ ହ୍ରାସ ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ କାଲି ୨୪ ଘଣ୍ଟାରେ ନୂଆ କରୋନା ମାମଲା ୫୦ ହଜାରକୁ ଅତିକ୍ରମ କରିନାହିଁ । ଗତ କାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୯୦୫ ଜଣ
Read More...

ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ଉଲୁଡା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ସ୍ମୃତି ଚାରଣ ସଭା ସାଙ୍ଗକୁ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ
Read More...

ବରଗଡ଼ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୫ମ ଜିଲ୍ଲା ପରିଷଦର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ
Read More...

ପୋଲିସ ଭରିବ ୫ ଲକ୍ଷ କ୍ଷତି ପୂରଣ

ପଦ୍ମପୁର,(ନିରୋଜ କୁମାର ପାଣୀ) :ବିନା ତଦନ୍ତରେ ମୃତ୍ୟୁ ଘୋଷଣା କରି ଜଣଙ୍କୁ ଅଭିଯୁକ୍ତ ଭାବରେ ଜେଲ ପଠାଇ ଥିଲା ପୋଲିସ । ମୃତ ଯୁବକ ଫେରିବା ପରେ ପଦାରେ ପଡିଥିଲା ପୋଲିସର ତଦନ୍ତ ସତ୍ୟତା । ବର୍ତ୍ତମାନ ଅଭିଯୁକ୍ତ ଭାବରେ ଜେଲ ଯାଇଥିବା ଦୁଇ ଜଣଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ
Read More...

ପାଟଣାଗଡ଼ ହତ୍ୟାକାଣ୍ଡ ଘଟଣାରେ ପୂର୍ବ ଶତ୍ରୁତା ହିଁ ମୂଳ କାରଣ : ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାଗଡ଼ରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା ପଛର ମୂଳ କାରଣ ହେଉଛି ପୂର୍ବ ଶତ୍ରୁତା । ମୃତ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ୨ ପୁଅ ବାପାମାଆଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସକୁ କହିଛନ୍ତି ବୁଲୁ ଜାନୀଙ୍କ ୩ ପୁଅ
Read More...