Yearly Archives

2020

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୬୭ : ବଙ୍ଗୋମୁଣ୍ଡା ବ୍ଲକ୍‌ରୁ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍‌ ଖୁଜେନପାଲି ଗ୍ରା.ପ.ରୁ ୧, କୁଡ଼ାସିଂଗା ଗ୍ରା.ପ.ରୁ ୧ ଓ ମାଧିଆପାଲି ଗ୍ରା.ପ.ରୁ ୧ ଜଣ
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ଭୁବନେଶ୍ବରରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ଜଙ୍ଗଲ ବିଭାଗ ଶାସନ ସଚିବ ଓ ପିସିସିଏଫଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ଭିତରେ ବାଂଟି ହେଉଥିବା ବେଳେ ଓଡିଶା ସରକାର ଲାଭାଂଶ ର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ବାରା କେନ୍ଦୁପତ୍ର ତୋଳାଳୀ
Read More...

ଛତୁଆ ବଣ୍ଟନ ଅନିୟମିତତା ଯୋଗୁଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ଧାରଣା ଜାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନରେ ଥିବା ଆଇସିଡିଏସର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ବେନିୟମିତତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଆଜକୁ ୧୦ ଦିନ ହେଲାଣି ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟ
Read More...

ଚୀନ୍‌କୁ ଜାତିସଂଘ ନିରାପତ୍ତା ପରିଷଦ ସ୍ଥାୟୀ ସଭ୍ୟ ପଦ ମିଳିବାରେ ନେହେରୁଙ୍କ କୌଣସି ଭୂମିକା ନଥିଲା : ସୂଚନା ଅଧିକାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପଦ ପାଇଁ ଆନୁଷ୍ଠାନିକ କିମ୍ବା ଅଣଆନୁଷ୍ଠାନିକ ଭାବେ କୌଣସି ପ୍ରସ୍ତାବ ମିଳିନଥିଲା ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୫ ମସିହା
Read More...

ଏହି ଅନ୍ଧ କଳାକାରଙ୍କୁ କଳାକାର ଭତ୍ତା ମିଳିବ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବରିକେଲ ଗାଁର ଜଣେ ଭିନ୍ନକ୍ଷମ କଳାକାର ସେ ହେଉଛନ୍ତି ଅନ୍ଧ। ହେଲେ ଢୁଲୁକିର ତାଳେ ତାଳେ ବହୁତ୍ ସୁନ୍ଦର ଗୀତ ଗାଇ ଲୋକଙ୍କର ମନକୁ ମୋହି ନେଉଛନ୍ତି । ଏହି କଳାକାରଙ୍କର ନାମ ହେଉଛି ସୁର ଦାସ । ଛୋଟ ଦିନରୁ ଟିଣ ଡବାକୁ ବଜେଇ
Read More...

ନିଃସହାୟ ବିଧବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ତେତେଲପଡା ନିବାସୀ ରାଏମତି ତାଣ୍ଡି ଜଣେ ନିଃସହାୟ ବିଧବା ଭୂମିହୀନ ଗରିବ ଦଳିତ ବୃଦ୍ଧା । ସେ ଅନେକ ଥର ପଂଚାୟତ ପ୍ରଶାସନଙ୍କୁ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ ହୋଇଛନ୍ତି ।
Read More...

ଆଜି ଧନତେରସ : ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ପୂଜା ମଙ୍ଗଳ ଫଳପ୍ରଦ : ସମାଜରେ ରହିଥିବା କେତୋଟି ବିଶ୍ୱାସ

ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁଯାୟୀ, ଧନତେରସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ବୈଦ୍ୟ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଏହି ଦିନର ଉପାସନା ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ତଥା ଅମୃତ ଶୁଭଫଳ ପ୍ରାପ୍ତି ସହଜ ହୋଇଥାଏ ବୋଲି
Read More...

ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ

ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍‌ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ
Read More...

ଆଜିି ଓଡ଼ିଶାରୁ ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ୧୦୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୪୩୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ସାଂସଦ ସୁରେଶ ପୂଜାରୀଙ୍କ ଉନ୍ନୟନମୂଳକ ପଦକ୍ଷେପ

ସମ୍ବଲପୁର, (ଦାମୋଦର ପଣ୍ଡା) : ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ୟ୍ୟ ବିଷୟରେ ସାଂସଦ ସୁରେଶ ପୂଜାରୀ ଜାତୀୟ ରାଜପଥ ପ୍ରାଧିକରଣର ରିଜିଓ ମେନେଜର ରାମପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ବରଗଡ
Read More...