ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ନୃସିଂହନାଥ ସମଲେଶ୍ବରୀ ମନ୍ଦିର ପରିସରରେ ପାଇକମାଲ ବ୍ଲକ ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ - ୧୯ ନିୟମ କୁ ମାନି କେବଳ ବିଧି ପୂର୍ବକ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...