ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ
ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତୀ ଅବସରରେ ଖୁଟୁଲୁମୁଣ୍ଡା ସରକାରୀ ଉ:ପ୍ରା: ବିଦ୍ୟାଳୟରେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭୀମସେନ ପଣ୍ଡା ଏବଂ 'କୋଶଳ ପ୍ରବାହ'ର ପ୍ରତିନିଧି କୈଳାଶ ସଗ୍ରିଆ!-->…
Read More...
Read More...