csstore

ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତୀ ଅବସରରେ ଖୁଟୁଲୁମୁଣ୍ଡା ସରକାରୀ ଉ:ପ୍ରା: ବିଦ୍ୟାଳୟରେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭୀମସେନ ପଣ୍ଡା ଏବଂ ‘କୋଶଳ ପ୍ରବାହ’ର ପ୍ରତିନିଧି କୈଳାଶ ସଗ୍ରିଆ ଉପସ୍ଥିତ ରହି ସଭା ଆୟୋଜନ କରାଯାଇଥିବା ବେଳେ ଏଥିରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ଗଠନରେ ଥିବା ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ତାଙ୍କର ଏକତା ମନ୍ତ୍ର ସମ୍ଵନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା।

jayashree
Leave A Reply

Your email address will not be published.