୫ ବାଲି ବୋଝେଇ ହାଇୱା ଜବତ : ୩ ଚାଳକ ଅଟକ
ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲା ଛକ ନିକଟରୁ ୫ଟି ବେଆଇନ ବାଲି ବୋଝେଇ ହାଇୱାକୁ ସୋର ତହସିଲଦାର ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକକୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । ସୂଚନା ମୁତାବକ, ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ!-->…
Read More...
Read More...