Browsing Tag

rourakela news

ଜୟ ବାଲାଜି ଷ୍ଟିଲ କାରଖାନା ସମ୍ପ୍ରସାରଣକୁ ଗ୍ରାମବାସୀଙ୍କ ପ୍ରବଳ ବିରୋଧ

ରାଉରକେଲା/ଟାଇଁସର (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଞ୍ଚଳରେ ଥିବା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମ ପଞ୍ଚାୟତର ଟାଇଁସର ଗ୍ରାମରେ ଥିବା ଜୟ ବାଲାଜି ଜ୍ୟୋତି ଷ୍ଟିଲ ଲିମିଟେଡ଼ ନାମକ ଏକ କାରଖାନା ବର୍ତ୍ତମାନ ଦୈନିକ ୪୦୦ ଟନ ଉତ୍ପାଦନ…
Read More...

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍‌ ପରୀକ୍ଷାକୁ ନେଇ ହୋଇଥିବା ପେପର ଲିକ୍‌ ଘଟଣାକୁ ବିରୋଧ କରି ଆମ ଦେଶର ଆଗାମୀ ଦିନରେ ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ଦୋଷୀମାନଙ୍କୁ ଦଣ୍ଡଦେବା ସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଉଚିତ ତଥା ଆବଶ୍ୟକ ପଦକ୍ଷେପ ନେବାପାଇଁ…
Read More...

ରାଜେନ୍ଦ୍ର ପଣ୍ଡାଙ୍କୁ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଭୁବନେଶ୍ୱର ଠାରେ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ଉତ୍କଳ ଭାରତୀ ବିଦୁଷ ସଭାର ଷଷ୍ଠତମ ବାର୍ଷିକ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ଏହି…
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ…

ରାଉରକେଲା, (ସସ୍ମିତା ପ୍ରଧାନ) : କାନଭାସ ପକ୍ଷରୁ ଆୟୋଜିତ ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭବ୍ୟ ସମାପନୀ ଉତ୍ସବ ସଫଳତାର ସହ ଶେଷ ହୋଇଛି । ଜୁଲାଇ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମର ପ୍ରଥମ…
Read More...

ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟରେ ଓଡ଼ିଆ ଜାତିର ସ୍ୱାଭିମାନ ଓ ସଂସ୍କୃତି ପ୍ରତିଫଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସାହିତ୍ୟର ଅନନ୍ୟ କଥାକାର, ଐତିହାସିକ ତଥା ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତିଙ୍କ ରଚନାବଳୀରେ ଓଡ଼ିଆ ଜାତିର ବିଭବ, ଅସ୍ମିତା, ଐତିହ୍ୟ ଓ ଆତ୍ମ-ପରିଚୟର ଅତି ଜୀବନ୍ତ ତଥା ଗଭୀର ଆଲେଖ୍ୟ ଦେଖିବାକୁ ମିଳେ । ସେ କେବଳ କାହାଣୀ କହିନାହାନ୍ତି, ବରଂ…
Read More...

ଆପୋଲୋ ହସ୍ପିଟାଲ୍‌ସ ରାଉରକେଲା ବିଘ୍ନ ମସ୍ତିଷ୍କ ଦିବସ ଅବସରରେ ତିନୋଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ ସଚେତନତା…

ରାଉରେକଲା, (ସସ୍ମିତା ପ୍ରଧାନ) : ଆପୋଲୋ ହସ୍ପିଟାଲ୍ସ ରାଉରେକଲା ମସ୍ତିଷ୍କ ଦିବସ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ, ବଣ୍ଡାମୁଣ୍ଡା, ଗୁରୁ ନାନକ ପବ୍ଲିକ ସ୍କୁଲ୍, ସେକ୍ଟର-୨୧ ଏବଂ ଏନ୍.ଏ.ସି. (ଏସ୍.ଟି.) ନୋଡାଲ ହାଇସ୍କୁଲ୍, ସେକ୍ଟର-୬ରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ…
Read More...

ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ୱାଗତ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ନୂତନ ଭାବେ ଆଡ଼ମିଶନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା । ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶିବଦତ୍ତା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ରାଉରକେଲା ଅର୍ବାନର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ତରଫରୁ ଲାଠିକଟା ବ୍ଲକ୍ ଅନ୍ତର୍ଗତ ଗର୍ଜନ ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅର୍ବାନର ସଭାପତି ରୋଟାରିଆନ ଦେବବ୍ରତ ନାୟକଙ୍କ…
Read More...

ରାଉରକେଲା ଭାଇବ୍ରାଣ୍ଟର ପ୍ରସାଦ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛେଣ୍ଡ ସ୍ଥିତ ମାଉସୀ ମା' ମନ୍ଦିର ଠାରେ ପ୍ରସାଦ ବିତରଣ କରାଯାଇଥିଲା । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ. ସଞ୍ଜୁକ୍ତା ପତି ଓ ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ…
Read More...

ଦୋକାନ ସ୍ଥାୟିତ୍ୱ ନେଇ କୃତଜ୍ଞତା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଟାଉନସିପ୍ ମଧ୍ୟରେ ଇସ୍ପାତ ମାର୍କେଟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ମାର୍କେଟରେ ପ୍ରାୟ ୬୦୦ରୁ ଅଧିକ ଦୋକାନୀ ଭାଇ ସ୍ଥାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଥିବା ବେଳେ କିଛି ଉଠା ଦୋକାନୀଙ୍କୁ ସ୍ଥାୟୀ କରାଯାଇଥିଲା । ତେବେ ସେଥିମଧ୍ୟରୁ…
Read More...