Browsing Tag

rourakela news

ରାଉରକେଲାରେ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ : ଡେଙ୍ଗୁ ନିୟନ୍ତ୍ରଣ ଓ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ନଗର ସ୍ୱାସ୍ଥ୍ୟ ସମିତି, ରାଉରକେଲା ଆନୁକୂଲ୍ୟରେ ଏକ "ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ" କମିଶନର ମହାନଗର ନିଗମ ସୁଶ୍ରୀ ଧୀନା ଦସ୍ତାଗୀରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

୧୭ ଅଗଷ୍ଟରୁ ଆରମ୍ଭ ହେବ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ

୨୨୮ ଜଣ ଆଶା କର୍ମୀ ଓ ୫୦ଟି ସୁପରଭାଇସରଙ୍କର ଟିମ ନିୟୋଜିତ ରାଉରକେଲା, (ସସ୍ମିତା ପ୍ରଧାନ) : କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ, ନିରାକରଣ ଓ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରାଉରକେଲା ସହରରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ –୨୦୨୬ ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।…
Read More...

ପ୍ରସନ୍ନ ପାଟ୍ଟଶାଣୀଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସାଂସଦ, ପ୍ରାକ୍ତନ ମନ୍ତ୍ରୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସଭାପତି ଡ଼. ପ୍ରସନ୍ନ ପାଟ୍ଟଶାଣୀ ରାଉରକେଲା ଗସ୍ତରେ ଆସି ଆଇଟିଆଇ ଛକ ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନରେ ଆସିଥିଲେ । ଡ.…
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରାକ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଠାରେ ଆସନ୍ତା ୮୦ ତମ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ…
Read More...

ରେଲୱେ ଷ୍ଟେସନର ସେଡ଼୍ ଭୁଶୁଡିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଲୱେ ଅଞ୍ଚଳରେ ଥିବା ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ରାଉରକେଲା ରେଲୱେ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀ ଏବଂ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ରେଲୱେ ବିଭାଗ ପକ୍ଷରୁ ରାଉରକେଲା ରେଲୱେ…
Read More...

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ୱାରା ୪ ଅଭିଯୁକ୍ତ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତଃ ରାଜ୍ୟ ଆପ୍ ଅଧାରିତ ସାଇବର ଠକେଇ ସିଣ୍ଡିକେଟର ଚିହ୍ନଟ କରି ରାଉରକେଲା ପୋଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ ସ୍କର୍ପିଓ, ୨୪,୯୦୦ ନଗଦ ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୫ଟି ଏଟିଏମ୍ କାର୍ଡ ଜବତ୍ କରିଛି । ଆଜି ରାଉରକେଲା ପୋଲିସ୍…
Read More...

କୁଆରମୁଣ୍ଡା ନାଇକେନବାହାଲ ଠାରେ “ବିଶ୍ୱ ଆଦିବାସୀ ଦିବସ” ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ବିଶ୍ୱ ଆଦିବାସୀ ଦିବସ ଅବସରେ ନାଇକେନବାହାଲ, କୁଆରମୁଣ୍ଡା ଠାରେ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ସମାଜକୁ ଶୁଭେଚ୍ଛା…
Read More...

ଦୁଇ ଦ୍ୱିଦିବସୀୟ ଏମ୍‌ଏସ୍‌ଏମ୍‌ଇ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସେଲ୍ ଏବଂ ଶାଖା ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟରଠାରେ ଏମ୍‌ଏସ୍‌ଏମ୍‌ଇ ମାନଙ୍କ ପାଇଁ ଏକ ବ୍ୟବସାୟିକ ସୁଯୋଗ ସମ୍ପର୍କିତ…
Read More...

ଅସ୍ତିତ୍ୱର ତୃତୀୟ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ତୃତୀୟ ବାର୍ଷିକ ଉତ୍ସବ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ଇପ୍ସିତା ବିଶ୍ୱାଳ ଓ ସମ୍ପାଦକ କୁନାଲ କୁମାର କେଶରୀଙ୍କ ଆବାହକତ୍ୱ ତଥା ସୁବ୍ରତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ଦେଶଭକ୍ତି, ଜାତୀୟ ଏକତା, ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ବିଜେପିର ଲକ୍ଷ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶ ମାତୃକାର ସମ୍ମାନାର୍ଥେ, ବୀର ସୈନିକଙ୍କ ସାହାସ ଓ ବଳିଦାନକୁ ସମ୍ମାନ ଜଣାଇ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା…
Read More...