Browsing Tag

rourakela news

ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକାସାଙ୍ଗରେ ରାଉରକେଲା ଛେଣ୍ଡରେ ଦୁଇଟି ଘର, ଅଫିସ, ଭୁବନେଶ୍ୱର ସ୍ଥିତ ଘର ଓ ତାଙ୍କ ପୈତୃକ ଘରକୁ ମିଶାଇ
Read More...

ସଂଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ପଞ୍ଚମୀ ଅବସରରେ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ସରକାରଙ୍କର ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ସହିତ 'ସଂଗୀତ ଶିଳ୍ପୀ ସମାଜ' ତା'ର ତିରିଶତମ ସ୍ଵନକ୍ଷତ୍ର ଉତ୍ସବ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେକ୍ଟର ୩ ପରିସରସ୍ଥ ମା' ଲକ୍ଷ୍ମୀଙ୍କ
Read More...

ବରାହ ଦ୍ୱାଦଶୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ଉମାଶଙ୍କର ପୀଠଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହ ସଂଘର କର୍ମକର୍ତ୍ତାମାନଙ୍କର ବରାହ ଦ୍ବାଦଶୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭାରତରତ୍ନ ଲତା ମଙ୍ଗେସ୍‌କର ଓ ମନ୍ଦିର ତିଆରି କରିଥିବା କାରିଗର
Read More...

ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗୀତାରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ, ରାଉରକେଲାର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅନୁଷ୍କା ମହାନ୍ତି ଚତୁର୍ଥ ସ୍ଥାନ ଅଧିକାର କରି
Read More...

ରାଉରକେଲା ପୋଲିସ କବଜାରେ ଦୁର୍ଦାନ୍ତ ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦିନ ଧରି ଲୋକଙ୍କୁ ଡ଼ରାଇ ବଟି ଓ ଅପହରଣ ଆଦି ଘଟଣା ଘଟାଉଥିବା ଅଭିଯୋଗ ଆଧାରରେ ସୁଦୂର ଆସାମରୁ ଅର୍ଜୁନକୁ ରାଉରକେଲା ପୋଲିସ ଗିରଫ କରିଥିବା ବେଳେ ତା' ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ଜବତ କରିଥିବା ଜଣାପଡିଛି । ଏହା ପୂର୍ବରୁ
Read More...

ରୋଟାରୀ ରାଉରକେଲା ସେଣ୍ଟ୍ରାଲର ଆଭାସୀ ବକୃତା ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପଦାନ) : ରୋଟାରୀ ରାଉରକେଲା ସେଣ୍ଟ୍ରାଲ ଓ ଡିପିଏସ୍‌ ରୋଟାରୀ ଇଣ୍ଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆଭାସୀ ବୈଠକ ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ଇଣ୍ଟ୍ରାକ୍ଟର ସଭାପତି ଆତିସ୍ ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ସାଂସଦ ଜୁଏଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ – ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡର ସାଂସଦ ତଥା କେନ୍ଦ୍ର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ
Read More...

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ମହାତ୍ମାଗାନ୍ଧୀଙ୍କ ୭୪ତମ ତିରୋଧାନ ଦିବସ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ
Read More...

ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍‌ର ପ୍ରମାଣପତ୍ର ଓ ବେଲ୍ଟ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆର ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ସେକ୍ଟର ୧୮ସ୍ଥିତ ଇସ୍ପାତ ଗୁରୁଦ୍ୱାରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ
Read More...

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା, କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର
Read More...