ଡିଏଭି ପବ୍ଲିକ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ଏବଂ “ପରଖ” ଉନ୍ମୋଚନ
ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ ତଥା ଆଡମ୍ବର ସହିତ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ରାଉରକେଲା ଏନ୍ଆଇଟିର ପ୍ରଫେସରସରୋଜ କୁମାର ପଟେଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ!-->…
Read More...
Read More...