Browsing Tag

rourakela news

ବଲାଣି ମୌଜାରେ ଇଡକୋ ଜମି ଚିହ୍ନଟ ମାମଲା

ପୋଲିସ ଫୋର୍ସ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅଧୀନରେ ବଲାଣି ଗ୍ରାମ ପଞ୍ଚାୟତର ବଲାଣି ମୌଜାରେ ଥିବା ଖାତା ନମ୍ବର-୧୧୯/୨୧୩ ପ୍ଲଟ ନମ୍ବର-୨ରେ ଥିବା ପ୍ରାୟ ୨୧.୩୫ ଏକର ପତିତ ଜମିକୁ…
Read More...

ଏନ୍‌ଆଇଟି ରାଉରକେଲାରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ରାଉରକେଲାର ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକ୍ୟୁବେସନ ପକ୍ଷରୁ ଗତ ୨୧ ତାରିଖରେ ବିଶ୍ୱ ଉଦ୍ୟୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ସଫଳ ଉଦ୍ୟୋଗୀ, ପୁରାତନ ଛାତ୍ର ଓ ନବୀନ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ଏକାଠି ହୋଇ…
Read More...

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ ୨୦୨୬ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଚାରି ଦିନିଆ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ ୨୦୨୬ ଉଦ୍‌ଘାଟିତ ହୋଇଯାଇଛି । ଏହି ଚାମ୍ପିୟନସିପ୍‌ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଚେସ୍…
Read More...

ବାର କାଉନସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଏଆଇଏଲ୍‌ୟୁର ସ୍ମାରକ…

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ଆହ୍ୱାନରେ ଆଜି ଦେଶବ୍ୟାପୀ ବିଭିନ୍ନ ବାରର ଆଇନଜୀବୀ ମାନେ ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ଏକଚାଟିଆ, ମନମୁଖୀ କାର୍ଯ୍ୟ, ଦେଶର ଆଇନଜୀବୀ ମାନଙ୍କ ସାମୂହିକ ସ୍ୱାର୍ଥ ପ୍ରଦାନରେ ବିଫଳ, ନିରପେକ୍ଷତା…
Read More...

ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାରସ୍ଵତ ସମାବେଶରେ ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର…
Read More...

ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସମ୍ପତ୍ତିର ହିସାବ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ସୁନ୍ଦରଗଡ ଜିଲ୍ଲାର ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସ୍କର୍ପିଓରୁ ୫ ଲକ୍ଷ ଟଙ୍କା ଜବତ୍ ସହ ତାଙ୍କ ସ୍କର୍ପିଓକୁ ଭିଜିଲାନ୍ସ ପକ୍ଷରୁ ଜବତ୍ କରାଯିବା ସହିତ ତାଙ୍କ ରାଉରକେଲା ସ୍ଥିତ ବାସଭବନ ସମେତ ୩ଟି ସ୍ଥାନରେ…
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ରାଉରକେଲା ପ୍ରେସ କ୍ଲବ୍ ଠାରେ ପାଳିତ

ସର୍ବଦା ସମାଜ ହିତରେ ଫଟୋଗ୍ରାଫି କରିବା ପାଇଁ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ ରାୟଙ୍କ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗଷ୍ଟ ୧୯ ତାରିଖ ବିଶ୍ୱ ଫଟୋଗ୍ରାଫି ଦିବସ । ଏହି ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ଫଟୋଗ୍ରାଫିକୁ ସ୍ମରଣ କରିବା ସହ ବା ଫଟୋଗ୍ରାଫରଙ୍କ ପାଇଁ…
Read More...

୫ ଲକ୍ଷ ଟଙ୍କା ସହ ଲାଠିକଟା ତହସିଲଦାର ଅଟକ, ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କୁ ଭିଜିଲାନ୍ସ ଅଟକ ରଖିଛି । ଲାଠିକଟାର ରାଜାବସା ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି…
Read More...

୩୨ତମ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଉଷୁ ଦଳର ବେଲପାହାଡ ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ଉଷୁ ସଂଘ ପକ୍ଷରୁ ୩୨ତମ ଓଡ଼ିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା ଚଳିତ ଅଗଷ୍ଟ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ବେଲପାହାଡ ହୋଟେଲ ସନସିଟି ପ୍ୟାଲେସ୍ ଠାରେ ଆୟୋଜିତ ହେବ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ…
Read More...

ବିଶ୍ୱ ଫଟୋଗ୍ରାଫି ଦିବସରେ ରାଉରକେଲା ଫଟୋଗ୍ରାଫି ଆସୋସିଏସନ୍‌ର ଭବ୍ୟ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଫଟୋଗ୍ରାଫି ଦିବସ ଅବସରେ ରାଉରକେଲା ଫଟୋଗ୍ରାଫି ଆସୋସିଏସନ୍‌ ପକ୍ଷରୁ ଉଦିତନଗର ଫିଟନେସ୍ ପାର୍କଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ୧୦ରୁ ଅଧିକ ଫଟୋଗ୍ରାଫର ଏଥିରେ ଯୋଗଦେଇ ଏକତା ଓ ସହଯୋଗର ନିଦର୍ଶନ ଦେଇଥିଲେ ।…
Read More...