ମାଁ ସମଲେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ପଣା ବିତରଣ
ରାଉରକେଲା, (ସସ୍ମିତା ପ୍ରଧାନ) : ମାଁ ସମଲେଶ୍ୱରୀ ମନ୍ଦିର କମିଟି, ସେକ୍ଟର ୧୭, ଟାଟା ପଡିଆରେ ପଣା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଷୁବ ସଂକ୍ରାନ୍ତିରେ ଜନସାଧାରଣଙ୍କୁ ପଣା ବିତରଣ କରାଯାଇଥିଲା । ଏହି ମହତ କାର୍ଯ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ,!-->…
Read More...
Read More...