Browsing Tag

rourakela news

ବାସନ୍ତୀ ପାଠାଗାରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣାଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର…
Read More...

ଏକ ବିକଶିତ ସମାଜର ଚିତ୍ରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜ ଆବଶ୍ୟକ ହୋଇଥାଏ । ସରକାରଙ୍କ ନୀତି ଆୟୋଗ ଦ୍ୱାରା ସାରା ଦେଶରେ ପାଳନ କରାଯାଉଥିବା ପୋଷଣ ଅଭିଯାନକୁ ଆଖି ଆଗରେ ରଖି ଏକ ସଚେତନତା ମୂଳକ ପଦକ୍ଷେପ ନେଇଥିଲା ବାସନ୍ତୀ କଲୋନୀ ସ୍ଥିତ…
Read More...

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (ସସ୍ମିତା ପ୍ରଦାନ) : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି ମୋଟ ୧୦୩ ଲିଟର ବେଆଇନ ମହୁଲି ମଦ, ୪୧.୬୦୦ ଲିଟର ବିୟର, ସହିତ ୨ଟି ସ୍କୁଟି…
Read More...

ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରର କୋଏଲ ନଦୀର ବୈକୁଣ୍ଠ ଘାଟ ନିକଟରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଶନିବାର ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ର କୋଏଲ ନଗର ବି ବ୍ଲକର ସତ୍ୟଜିତ ବେହେରା ।…
Read More...

ପହଲଗାମ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କୋଏଲ ନଗର ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ମହମବତୀ ଜଳାଇ ଆତ୍ମାର ସଦଗତି କାମନା କରାଯାଇ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା ।ଜୟଶ୍ରୀ…
Read More...

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ସକାଳେ ରାଉରକେଲା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ବିଜେପିର…
Read More...

ପହଲଗାମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏପ୍ରିଲ ୨୨ ତାରିଖ ଦିନ ୨ଟା ୩୦ ସମୟରେ ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ନୃଶଂସ ହତ୍ୟ ବିରୋଧରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ସମଗ୍ର ହିନ୍ଦୁ ସମାଜ, ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ବୃହତ୍ ବିକ୍ଷୋଭ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ଚିନୁ ବହିଦାର ରାଉରକେଲା ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଛନ୍ତି । ୨୦୦୮…
Read More...

ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲର ଢ଼ାବା ମାଲିକଙ୍କୁ ଗୁଳି କରି ସଶସ୍ତ୍ର ଡକାୟତି

ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ଗୁରୁବାର ୨୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗୃ ଢାବାରୁ ଡକାୟତି କରିବାକୁ ୪ ଜଣ ବ୍ୟକ୍ତି ଆସି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିଥିଲେ । ସେମାନେ ସେଠାରୁ…
Read More...

ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଉରକେଲା ଶାଖା ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ଆବାହକତ୍ଵ, ଜିତେନ୍ଦ୍ର ପ୍ରସାଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା…
Read More...