ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡମିଶନ ଆରମ୍ଭ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲାରେ ଯୁକ୍ତ ୩ କଳା ଓ ବାଣିଜ୍ୟ ବିଭାଗରେ ଇ ଆଡମିଶନ ଆରମ୍ଭ ହୋଇଛିଫ ଏହି ଆଡ଼ମିଶନ ଫେଜ ୧ର ପ୍ରଥମ ରାଉଣ୍ଡ ୧୩,୧୬ ଓ ୧୭ ତାରିଖ ଦିନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୩,୨୪ ଓ ୨୫ ତାରିଖ ଦିନ ହେବ । ଏସଆରସି ରେ!-->…
Read More...
Read More...