Browsing Tag

rourakela news

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଦ୍ଵାରା ବିଜୁ ପଟ୍ଟନାୟକ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ୨୦୨୫ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଠାନର ସଂପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ
Read More...

ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି
Read More...

ସ୍କାଉଟ ଗାଇଡର ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍କାଉଟ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ପ୍ରତିଷ୍ଠା ଓ ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି । କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ଫାଇଟ୍ ଗୃପର ମସ୍ତି କାର୍ଯ୍ୟକ୍ରମ ଓ ସାମ୍ବାଦିକା ସସ୍ମିତା ପ୍ରଧାନଙ୍କ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣ ଫାଇଟ୍ ଗୃପର ମସ୍ତି କାର୍ଯ୍ୟକ୍ରମ ସେକ୍ଟର ୧୯ ସ୍ଥିତ ଗାଙ୍ଗୁରାମ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଇଟ୍ ଗୃପର ଅଧ୍ୟକ୍ଷା ସୁମତି ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏକତା ଗୃପର ଅଧ୍ୟକ୍ଷା ବସୁମତୀ
Read More...

ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ଓଡ଼ିଆ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା
Read More...

ଅନ୍ୱେଷାର ୧୧୦ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସେକ୍ଟର ୬ ସ୍ଥିତ ସରୋବର କୋର୍ଟ ଠାରେ ୧୧୦ ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣରାଶି ବଣ୍ଟନ ସମାରୋହ

ରାଉରକଲା, (ସସ୍ମିତା ପ୍ରଧାନ) : ଭଞ୍ଜ ଭବନ, ରାଉରକେଲାରେ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ, ରାଉରକେଲା, ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ତଥା ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ
Read More...

ସୁବର୍ଣ୍ଣରେଖା ଆନୁକୁଲ୍ୟରେ, ନିଶୁଳ୍କ ହାର୍ଣ୍ଣିଆ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ :

ରାଉରକେଲା, (ସସ୍ମିତା ପ୍ରଧାନ) : ସୁବର୍ଣ୍ଣରେଖା ଓ ସାଇ ଲାପାରସ୍କୋପିକ ହସ୍ପିଟାଲ, ସିଭିଲ ଟାଉନସିପ, ସହଯୋଗରେ ଏକ ନିଶୁଳ୍କ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପ୍ରତାପ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସହଯୋଗୀ କୁଶଳୀ
Read More...

‘ଆମେ ଓଡିଆ’ ରାଉରକେଲା ଶାଖାରେ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଓଡ଼ିଆ ମାନଙ୍କୁ ନେଇ "ଆମେ ଓଡ଼ିଆ" ରାଉରକେଲା ଶାଖା ଗଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଐତିହକୁ ଉଜ୍ୱାବିତ କରି ରଖିବା ସହିତ, ଓଡ଼ିଆ ମାନଙ୍କର ସ୍ୱାଭିମାନ ତଥା ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିରନ୍ତର
Read More...

ଶତାୟୁଙ୍କୁ ଶ୍ରଦ୍ଧା ଜ୍ଞାପନ କଲେ ବନ୍ଧୁ ଓ ପରିବାରବର୍ଗ

ରାଉରକେଲା, (ସସ୍ମିତା ପ୍ରଧାନ) : ହରେକୃଷ୍ଣ ପାତ୍ର ତାଙ୍କ ଜନ୍ମର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ବନ୍ଧୁ ଓ ପରିବାରବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରାଯାଇଛି । ସେକ୍ଟର ୨ ଠାରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସହରର ବହୁ
Read More...