Browsing Tag

rourakela news

ଆସନ୍ତା ମାର୍ଚ୍ଚ ୧୬ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖରେ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘର ବାର୍ଷିକ ବିବରଣୀ ଓ ଆର୍ଥିକ ଆୟବ୍ୟୟ ତଥା ୩୩ତମ ସାଧାରଣ ପରିଷଦର ବୈଠକ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଅଭୟ କୁମାର ଦାସ,
Read More...

ନବ ନିର୍ବାଚିତ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଜିଲ୍ଲା ସଭାନେତ୍ରୀ, ସମସ୍ତ ରାଜ୍ୟ ପରିଷଦ ସଭ୍ୟ, ସମସ୍ତ ନୂତନ ମଣ୍ଡଳ ସଭାପତି ଓ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି -୩୩,
Read More...

ସେୟାର ସୁର ତରଙ୍ଗ ପ୍ରତିଷ୍ଠାନର ବାର୍ଷିକ ଭୋଜି ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେୟାର ଓ ସୁର ତରଙ୍ଗ ପ୍ରତିଷ୍ଠାନ ମିଳିତ ସହଯୋଗରେ ଏକ ବାର୍ଷିକ ଭୋଜି ଉତ୍ସବ ବସ୍ତିଆ ଭବନର ବଗିଚାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେୟାର ଜନ୍ମଜୟ ରାଉତରାୟ, ଅଲେଖ ବାରିକ, ରବୀନ୍ଦ୍ର ପଟ୍ଟନାୟକ, ଅଜୟ ରାଉତ, ନିଖିଲ କଳାକାର ପ୍ରଧାନ, ମନୋଜ ନାୟକ, ଆଶିଷ
Read More...

ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ ଉପଖଣ୍ଡସ୍ତରୀୟ କମିଟି ଓ ତହସିଲ ସ୍ତରୀୟ ଏନଫୋର୍ସମେଣ୍ଟ କମିଟି ଗଠନ କରାଯାଇଛି ।  ଉପଖଣ୍ଡସ୍ତରୀୟ କମିଟିରେ ଉପଜିଲ୍ଲାପାଳ ପାନପୋଷ ଅଧ୍ୟକ୍ଷ ଅଛନ୍ତି । ଏହା ସହିତ
Read More...

୨୦୨୫-୨୬ କେନ୍ଦ୍ର ବଜେଟରୁ ଓଡିଶାକୁ ସିଂହଭାଗ ଲାଭ ମିଳିବ : ମନ୍ତ୍ରୀ ସୁରେଶ ପୂଜାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ହକି ଭିଲେଜ ମେଫେୟାର ହୋଟେଲ ସମ୍ମିଳନୀ କକ୍ଷରେ ଆଜି ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବରେ ଓଡିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ
Read More...

ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଅବସରରେ 'ଟ୍ରୁ ପାଥ ୟୁଥ୍ ଆସୋସିଏସନ୍' ତରଫରୁ ସାର୍ ନଗରୀ ଅଞ୍ଚଳରେ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଯୁବଶକ୍ତି ମିଳିତ ଭାବେ ସେବା ମନୋଭାବ ରଖି ସତ୍ୟ ପଥରେ ଆଗେଇ ଆସିଛନ୍ତି ଏବଂ ଆବାହକ
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରରେ ମହାଶିବରାତ୍ରି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହମିରପୁର ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ବାବାଙ୍କ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଛି । ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ଼ ସକାଳୁ ମଧ୍ୟରାତ୍ର
Read More...

ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସଙ୍ଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସୁଦିଂ ନୋଟ୍ସ" ତଥା ପ୍ରଖ୍ୟାତ ସମାଜ ସେବୀ ଅନୁଷ୍ଠାନ"ନୀଲମ୍ ଫାଉଣ୍ଡେସନ"ର ଯୁଗ୍ମ ପ୍ରୟାସ ଏବଂ "ଟ୍ରାଇବାଲ୍ ଦୃଷ୍ଟି ଟିଭି"ର ମିଳିତ ସହଯୋଗରେ ନୋଷ୍ଟାଲ୍ଜିକ୍ ୯୦s' (ସିଜନ୍ - ୫) ଦାତବ୍ୟ ସଙ୍ଗୀତ
Read More...

ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁବାଦ ଦୁଇଟି ଭାଷା ମଧ୍ୟରେ ସେତୁ ଭାବରେ କାମ କରିବା ସହ ଉଭୟ ଭାଷା ମଧ୍ୟରେ ସମ୍ପର୍କକୁ ସୃଦୃଢ଼ କରେ କୋଠାଘର ଆମ ସାହିତ୍ୟ ପରିବାର ସୌଜନ୍ୟରୁ କୋଠାଘର ପ୍ରକାଶନୀରେ ପ୍ରସ୍ତୁତ ଲେଖକ ବାଉରିବନ୍ଧୁ ଲେଙ୍କାଙ୍କ ଦ୍ୱାରା ଅନୁଦିତ ପୁସ୍ତକ ରଘୁବଂଶ ମହାକାବ୍ୟ
Read More...

ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱାସର ୩ଟି ବାହୁ ଆସ୍ଥା, ଆଦର ଓ ଆନୁଗତ୍ୟ । ବନ୍ଧୁତା ହେଉଛି ଦାୟିତ୍ଵ ବୋଲି ଅତିଥି ମାନେ ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବରେ ମତ ପ୍ରକାଶ କରିଥିଲେ । ସ୍ମୃତିସାନ୍ତ୍ଵନା ପତ୍ରିକା ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ
Read More...