Browsing Tag

rourakela news

ରାଉରକେଲାରେ ଏସଡବ୍ଲୁଏଫ୍‌ଆଇର ୧୦ମ ସର୍ବଭାରତୀୟ ସମ୍ମିଳନୀ ଉଦ୍‌ଘାଟିତ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପ୍ରତିହତ କରିପାରିବ : କ. ତପନ ସେନ୍ ରାଉରକେଲା, (ସସ୍ମିତା ପ୍ରଧାନ) : ଷ୍ଟିଲ ୱାର୍‌କର୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସଡବ୍ଲୁଏଫ୍‌ଆଇ)ର ୧୦ମ ସର୍ବଭାରତୀୟ ଦୁଇ ଦିନିଆ ସମ୍ମିଳନୀ ଆଜି ସ୍ଥାନୀୟ ଭଞ୍ଜଭବନ
Read More...

ଉତ୍କଳ କଳାକାର ଏକାଡେମୀର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀରର ସୁନ୍ଦରଗଡ଼ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଭାପତି ଦୀପ୍ତି ବିଶ୍ୱାଳ ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀର ଅଧ୍ୟକ୍ଷ ଶଶଧର ପଣ୍ଡା, ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ
Read More...

ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଓ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲମାନ ସମ୍ପ୍ରଦାୟର ଧର୍ମଗୁରୁ ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜୟନ୍ତୀ ପାଳନ ଅବସରରେ ସେକ୍ଟର ୨୦ ଆଜାଦ୍ ବସ୍ତି ଠାରୁ ଆମ୍ବାଗାନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସେକ୍ଟର ୨୦ ଆଜାଦ ବସ୍ତିରୁ ଆରମ୍ଭ ହୋଇ ୨୦ ନମ୍ବର ଡି
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଲାଠିକଟା ବ୍ଲକର କର୍ଲାଖମନ ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ ମୀନତି ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

ଗୁରୁ ଦିବସରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ ଓ ଦାର୍ଶନିକ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଆଜି ସମଗ୍ର ଭାରତ ବର୍ଷରେ ଗୁରୁ ଦିବସ
Read More...

ଏନ୍ଆଇଟି ରାଉରକେଲାର ସେପ୍ଟେମ୍ବର ୬ ତାରିଖରେ ୨୩ତମ ସମାବର୍ତ୍ତନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ରାଉରକେଲା ସେପ୍ଟେମ୍ବର ୬ ତାରିଖରେ ତାହାର ୨୩ତମ ସମାବର୍ତ୍ତନ ଉତ୍ସବ ପାଳନ କରିବ ବୋଲି ଆଜି ଏନ୍ଆଇଟି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ । ଏହି ୨୩ତମ
Read More...

ବିପିୟୁଟିରେ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜୁ ପଟ୍ଟନାୟକ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ବିପିୟୁଟି), ଓଡ଼ିଶା, ଠାରେ ଏକ ସ୍ଥାନୀୟ ରକ୍ତଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜନ କରିଥିଲା । ଜୀବନ ରକ୍ଷାରେ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରି ରଘୁନାଥପାଲି
Read More...

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ଧର୍ମର ପର୍ବପର୍ବାଣୀ ପଡ଼ୁଥିବାରୁ ସେକ୍ଟର ୧୯ ଥାନାର ଆମ ପୁଲିସ ତରଫରୁ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ଆମ ପୁଲିସର
Read More...

ଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀଙ୍କ ରାଉରକେଲା ଗ୍ରସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସକୁ ଅଧିକ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଏଆଇସିସିର ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀଙ୍କ ୧୦ ଦିନିଆ ରାଉରକେଲା ଗସ୍ତରେ ଆସି ପାନପୋଷ ସ୍ଥିତ ସର୍କିଟ ହାଉସଠାରେ ପହଞ୍ଚିଥିଲେ । ଏହି ଅବସରରେ କଂଗ୍ରେସର ବରିଷ୍ଠ
Read More...

ରାଉରକେଲା କଲେଜରେ ସାଇବର କ୍ରାଇମ : ମହିଳା ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ପୁଲିସର ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ, ଯୌନ ଉତ୍ପୀଡନର ପ୍ରତିରୋଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ.
Read More...