Browsing Tag

rourakela news

ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲା ସିଭିଲ୍ ଟାଉନସିପ୍ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ହେବ ଲାୟନ୍ସ ଫେଟ୍ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍ । ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱ ଓ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ଚିନ୍ମୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ସଂଯୁକ୍ତା ତନ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ…
Read More...

ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଆବେଦନ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସାମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ 'ସାଂପ୍ରତିକ ଓଡ଼ିଆ ଗଳ୍ପର ଆବେଦନ' ସମ୍ପର୍କରେ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ…
Read More...

ଶ୍ରମଶକ୍ତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ସୁପ୍ରଭା ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଇଣ୍ଡୋ ଇଂଲିଶ ସ୍କୁଲର ବିଜ୍ଞାନ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଡାହାର ରୋଡ ସ୍ଥିତ ଇଣ୍ଡୋ ଇଂଲିଶ ସ୍କୁଲ ଠାରେ ବାର୍ଷିକ ବିଜ୍ଞାନ ମେଳା କଳ୍ପନା ଚାୱଲା ମାଇନ୍ସ କ୍ଲବ ଦ୍ଵାରା ଡିସକଭରୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ, ଅଧ୍ୟକ୍ଷ ଡ. କେ. ବିଶ୍ୱନାଥ ଓ ସମ୍ପାଦକ…
Read More...

ରାଉରକେଲାରେ ‘ଶ୍ରୀ ସତ୍ୟସାଇ ରନ୍ ଆଣ୍ଡ୍ ରାଇଡ୍’ର ଭବ୍ୟ ଆୟୋଜନ

-​ ୨୮୦୦ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଦେଲା ପ୍ରବଳ ଉତ୍ସାହ ଓଉଦ୍ଦୀପନା ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ଅବସରରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ବିଧାୟକ ଦୁର୍ଗା ତାନ୍ତୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପତାକା ହଲାଇ ଶୁଭାରମ୍ଭ ରାଉରକେଲା, (ସସ୍ମିତା ପ୍ରଧାନ):…
Read More...

ସର୍ବ ଭାରତୀୟ ବହୁଭାଷୀ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା, ମନ ମୋହିଲା “କୁହୁଡି “

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ, ରାଉରକେଲା ଆୟୋଜିତ ୩୬ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବିଦ୍ୟାକନକ ସୃଜନାନୁଷ୍ଠାନ ମଂଚସ୍ଥ କରିଥିଲା ଓଡିଆ ନାଟକ "କୁହୁଡି" । ସାଂପ୍ରତିକ ସମାଜର ସମସ୍ୟାକୁ ସୁନ୍ଦର ଭାବରେ ଉପସ୍ଥାପିତ…
Read More...

ଦ୍ୱିତୀୟ ବାର୍ଷିକ ତ୍ରୀଦିବସୀୟ ପୋଲିସ୍ କ୍ରୀଡା ମହୋତ୍ସବ୨୦୨୫ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଚାଲିଥିବା ତ୍ରୀଦିବସୀୟ ପୋଲିସ୍ କ୍ରୀଡା ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି । ଦୁଇଟି ବୟସ ବର୍ଗରେ ଆୟୋଜିତ ତ୍ରୀଦିବସୀୟ କ୍ରୀଡା ମହୋତ୍ସବକୁ ଆଜି ଉଦଯାପିତ କରିଥିଲେ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ…
Read More...

ଡିଏଭି ସ୍କୁଲରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ଥିତ ଡ଼ିଏଭି ସ୍କୁଲ ରେ ଆୟୋଜିତ ଚିତ୍ରକଳା କ୍ରାପ୍ଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରାଶିଳ୍ପୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରମେଶଚନ୍ଦ୍ର ପାତ୍ର ଦୀପ ପ୍ରଜ୍ୱଳନ କରି ଉଦଘାଟନ…
Read More...