ରାଉରକେଲା ପୋଲିସ୍ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ୍ ନିକଟରେ ଝାରଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅଧୀନ ହୋଲୋମୁଲି ଗ୍ରାମର ମୋଙ୍ଗଡି ହୋନହାଗା (୧୯ ବର୍ଷ) ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ମହିଳା ମାଓବାଦୀଙ୍କ ଆତ୍ମସମର୍ପଣକୁ ନେଇ ରାଉରକେଲା ପୋଲିସ୍!-->…
Read More...
Read More...