Browsing Tag

rourakela news

ନାୟିକା ରାଉରକେଲା ତରଫରୁ ପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ମହିଳା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା କନକଲତା ଦାସଙ୍କ ଆବାହକତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ମାର୍ଚ୍ଚ ୨୮ରେ ରାଉରକେଲା ହନୁମାନ ଆଖଡା ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ରାଉରକେଲା ସହରର ବିଭିନ୍ନ ପୂଜା ମଣ୍ଡପରେ ଶ୍ରୀ ହନୁମାନଙ୍କ ସହ ଶ୍ରୀରାମଙ୍କ ପୂଜା ଅନୁଷ୍ଠିତ ହେବ । ଶ୍ରୀ ରାମ ନବମୀରେ ବିଭିନ୍ନ ହନୁମାନ ଆଖଡା କମିଟି ପକ୍ଷରୁ ଶ୍ରୀ
Read More...

ରାଉରକେଲା ହନୁମାନ ବାଟିକାର ମୁଖ୍ୟରାସ୍ତାରୁ ଯାନବାହାନ ପାର୍କିଂ ହଟାଇ ଦିଆଯିବ : ରାମ ନବମୀରୁ କାର୍ଯ୍ୟକାରୀ ହେବ ନୂତନ…

ରାଉରକେଲା, (କେପିଏନ୍‌ଏସ୍‌) : ହନୁମାନ ବାଟିକା ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଏବଂ ପର୍ଯ୍ୟଟନସ୍ଥଳୀ - ରାଉରକେଲାରେ ଅବସ୍ଥିତ, ଯାହା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହୁଏ - ଭକ୍ତ ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Read More...

ଆର୍‌.ଜି.ଏଚ୍‌. କର୍ତ୍ତୃପକ୍ଷଙ୍କର ଶ୍ରମିକ ବିରୋଧୀ ଘରୋଇ ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନର…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ବର୍ଷ ଧରି ସାରଳା ସିକ୍ୟୁରିଟି ସଂସ୍ଥା ସିକ୍ୟୁରିଟି ଗାର୍ଡ ଯୋଗାଇ ଆସୁଥିଲେ ହେଁ ଗାର୍ଡ ମାନଙ୍କୁ ସଠିକ୍ ଦରମା ପ୍ରଦାନ କରାଯାଏ ନାହିଁ । ଏ ମର୍ମରେ ଗାର୍ଡ ମାନଙ୍କର ସମସ୍ୟାକୁ ନେଇ ସିଆଇଟିୟୁ ପକ୍ଷରୁ
Read More...

ଦର୍ଶକଙ୍କୁ ବିମୁଗ୍ଧ କଲା ନାଟକ ଉଲପୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆଯୋଜିତ "ଜାତୀୟ ନାଟକ ମହୋତ୍ସବ"ର ତୃତୀୟ ସନ୍ଧ୍ୟାର ଉତ୍ସବକୁ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ କେ. ସତ୍ୟନାରାୟଣ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି
Read More...

ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ମା’ ବାସନ୍ତୀ ଦୁର୍ଗାପୂଜା ବେଶ୍ ଧୂମଧାମରେ ପାଳନ ନେଇ ସମସ୍ତ ପ୍ରସ୍ତୁତି ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ପ୍ରାଚୀନ ତଥା ପୁରାତନ ସାଂସ୍କୃତିକ ସଂଗଠନ ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ଶ୍ରୀ ଶ୍ରୀ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳନ ହେବାକୁ ଯାଉଛି । ଆଜି ସଂଧ୍ୟାରେ ବିଲ୍ୱାଧିବାସ ସହ ଆସନ୍ତାକାଲି ମହାସପ୍ତମୀ ପୂଜା
Read More...

ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ “ମାୟାପୁରୀ” ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ଉତ୍ସବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ସ୍ୱାଗତ ସମାରୋହ ଓ ଗ୍ରାଜୁଏସନ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ ପରିଚାଳନା କମିଟିର ଚେୟାରପର୍ସନ ଡ଼. ମିନାକ୍ଷୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିବେକାନନ୍ଦ ଦାସ
Read More...

ଡିଏଆଇଏଫଆଇ ,ଏସ୍‌ଏଫ୍ ଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ୯୫ତମ ଶହୀଦ ଭଗତ ସିଂହ, ଶୁକଦେବ ଓ ରାଜଗୁରୁଙ୍କ…

ଦେଶ ଗଠନ ପାଇଁ ଆଜିର ଯୁବଛାତ୍ର ସମାଜ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିଏଆଇଏଫ୍‌ଆଇ) ଭାରତର ଛାତ୍ର ଫେଡେରେସନ (ଏସ୍‌ଏଫ୍‌ଆଇ) ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି
Read More...

ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ

ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ
Read More...