Browsing Tag

rayagada news

୨ ନକଲି ମାଓବାଦୀ ଗିରଫ

ରାୟଗଡା : ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ଦୁଇ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଟିକିରି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଗିରଫ ଦୁଇ ଜଣଙ୍କ ଘର କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି
Read More...

କଲଭର୍ଟ ତଳୁ ଟିଫିନ୍ ବୋମା ଉଦ୍ଧାର

ରାୟଗଡା : କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ପୋଲିସ ଓ ସିଆରପିଏଫର କୁମ୍ଵିଂ ଅପରେସନ ବେଳେ ଟିଫିନ୍ ବୋମା ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଥିବା ଜଣାପଡିଛି ।
Read More...

୫ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ରାୟଗଡା ପୋଲିସ

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପୋଲିସ ୫ଟି ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି । ଠିକା କ୍ୟାମ୍ପ ଉପରେ ଆକ୍ରମଣ ଓ ପୋଡାଜଳା ଘଟଣାରେ ସମସ୍ତେ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୧ ତାରିଖ ରାତିରେ ଏହି ୫ ଜଣ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା
Read More...

୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ ସହ ୨ଗିରଫ

ରାୟଗଡ଼ା : ଗଞ୍ଜେଇ ଚୋରାଚାଲାଣ ବେଳେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ପୋଲିସ ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଏସ୍‌ଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ବିଜାପୁର ଛକ
Read More...

ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲାର କୋଟିପତି ଶିକ୍ଷକ : ଘରୁ ଠାବ ହେଲା ୪ କୋଟି ୭୩ଲକ୍ଷ ଟଙ୍କାର ସମ୍ପତ୍ତି

ରାୟଗଡା : ଭିଜିଲାନ୍ସ ଜାଲରେ ପଡିଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ନୂଆପଡା ଗ୍ରାମର କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଶିକ୍ଷକଙ୍କ ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ଶନିବାର
Read More...

ଭିଜିଲାନ୍ସ ଜାଲରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି

ରାୟଗଡ଼ା : କାଶୀପୁର ବ୍ଲକ କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକ ଶିଶିର କୁମାର ସିମିଳିଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି । ଚଢ଼ାଉ
Read More...

ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ରଙ୍କ ଦେହାନ୍ତ

ରାୟଗଡ଼ା, (କେପିଏନ୍‌ଏସ୍‌) : ରାୟଗଡ଼ାର ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ର(୫୫)ଙ୍କ ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ରାୟଗଡାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ରାୟଗଡା : ଆଜି ରାୟଗଡା ଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଦେଶର ବରପୁତ୍ର, ସହୀଦ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
Read More...

ସମାଜ ସେବୀଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ସରକାରୀ ସହାୟତା

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ପଞ୍ଚାୟତ ଅଧିନସ୍ତ ଦେଉଳବାଡ଼ି ଗାଁର ଚଞ୍ଚଡା ସାହିର କାନ୍ଦୁ ଶ୍ୟାମଙ୍କ ଦୁଇ ପୁତ୍ର ମଧ୍ୟରୁ ବଡ ପୁଅ ସୁରେନ୍ଦ୍ର କାନ୍ଦୁ ଜନ୍ମରୁ ଦିବ୍ୟାଙ୍ଗ । ସୁରେନ୍ଦ୍ର ଖୁବ୍‌ ବୁଦ୍ଧିମାନ । ସେ ପଢ଼ିବାର ଆଗ୍ରହ ପାଇଁ
Read More...

ବଜ୍ରଘାତରେ ପିତାମାତାଙ୍କୁ ହରେଇଥିବା ଚାରି ଅନାଥ ଶିଶୁ ଉଦ୍ଧାର ହେଲେ

ରାୟଗଡା : ରାୟଗଡା ଜିଲ୍ଲା ରମନାଗୁଡା ବ୍ଲକ ଗୁଲୁନଥି ପଞ୍ଚାୟତ ତାମିଲଗୁଡା ଗାଁର ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗତ ୧ ତାରିଖ ଦିନ ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ହୋଇଥିଲା । ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ପରେ ତାଙ୍କର ଚାରି ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ । ବାପା ମା'ଙ୍କୁ ହରାଇ
Read More...