pakka

୨ ନକଲି ମାଓବାଦୀ ଗିରଫ

bbehera

ରାୟଗଡା : ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ଦୁଇ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଟିକିରି ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଗିରଫ ଦୁଇ ଜଣଙ୍କ ଘର କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ବୋଲି ଜଣାପଡିଛି । ସେମାନେ ମାଓବାଦୀ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.

8 + 1 =