ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ରାଜ୍ୟପାଳ
ରାୟଗଡ଼ା : ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଅବସରରେ ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଗତକାଲି ରାତିରେ ରାଜ୍ୟପାଳ ରାୟଗଡ଼ାଠାରେ ପହଞ୍ଚିଥିଲେ । ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ କୋଲନରା!-->…
Read More...
Read More...