Browsing Tag

rayagada news

ରାୟଗଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ା : ରାୟଗଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ଜିଲ୍ଲାପାଳ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ।
Read More...

ଟ୍ରକ ପଛରେ ପିଟିଲା ବାଇକ୍, ଆରୋହୀ ମୃତ

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର
Read More...

ରାମନାଗୁଡା ଥାନାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ନୂତନ ଥାନାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ଏଠାରେ ଥାନା ହେବା ନେଇ ଘୋଷଣା କରାଯାଇଥିଲା । ସୋମବାର ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦ୍‌ଘାଟନ
Read More...

ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡ଼ା : ରାସ୍ତା ଘାଟ ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଥିବା ବେଳେ ରାସ୍ତା ଅଧିକ ଓସାରିଆ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ତେଣୁ ଯେଉଁ ସ୍ଥାନରେ ଆବଶ୍ୟକ ରହିଛି ସେଠାରେ ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
Read More...

କେବିବିଏ ପକ୍ଷରୁ ବଡି ବିଲଡିଂ ପ୍ରତିଯୋଗିତା

ରାୟଗଡ଼ା : କଳିଙ୍ଗ ବଡି ବିଲଡିଂ ଆସୋସିଏସନ ପକ୍ଷରୁ ରାୟଗଡ଼ା ସହରର ବିଜୁକଲ୍ୟାଣ ମଣ୍ଡପଠାରେ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ୧୮ ଜିଲାରୁ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ
Read More...

ଓଲଟିଲା କମାଣ୍ଡର : ୮ ଆହତ

ରାୟଗଡ଼ା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡରେ ଭାରସାମ୍ୟ ଏକ କମାଣ୍ଡ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୮ ଜଣ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଆହତ ହୋଇଛନ୍ତି । ସେମାନଙ୍କୁ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ
Read More...

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ରାୟଗଡ଼ା : ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବିଶାଖାପାଟଣା ଠାରୁ ଆସି ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ବେଳେ ହଠାତ୍ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ରେଳଷ୍ଟେସନ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଦମକଳ
Read More...

ନିଆଁ ଲାଗି ଜଳିଗଲା ୩ କୋଟିର ସମ୍ପତ୍ତି

ରାୟଗଡ଼ା : ବିଳମ୍ବିତ ରାତିରେ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ନିଆଁ ଲାଗିଥିଲା । ସର୍ଟସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି
Read More...

ପରମ୍ପରା ଓ ବୀରତ୍ଵର ନିଆରା ପର୍ବ ‘ଲାଖମରା’

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକାର ଅଧିବାସୀ । ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ 'ଲାଖମରା' ପର୍ବ
Read More...

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା : ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହେବ । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି । କରୋନା ଯୋଗୁଁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ । ମା'ଙ୍କୁ ସ୍ୱାଗତ କରିବାକୁ ସହରବାସୀ ଉତ୍କଣ୍ଠାର
Read More...