Browsing Tag

patanagarh news

ପାଟଣାଗଡ଼ ସହରର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ବିଭାଗୀୟ ଅଧିକାରୀ ତାଗିଦ୍ କଲେ ବିଧାୟକ ଶ୍ରୀ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଆଜି ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ସମସ୍ୟାର ସମାଧାନ ପାଇଁ ପରିଦର୍ଶନ କରିବା ସହ ପରିକ୍ଷଣ ନିରୀକ୍ଷଣ କରି ଆଶୁ
Read More...

ପିଆଜ ଚାଷୀଙ୍କ ସ୍ଥିତି ବେହାଲ : ଅଭାବି ବିକ୍ରିର ଶିକାର, ୫ରୁ ୭ ଟଙ୍କାରେ ଯାଞ୍ଚିଗୁଞ୍ଜା ବିକୁଛନ୍ତି ଚାଷୀ ‌

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାରି ମାସ ପୂର୍ବେ ପିଆଜ ଖାଉଟିଙ୍କୁ କନ୍ଦାଉଥିଲା । କିନ୍ତୁ ଏବେ ପିଆଜ କାନ୍ଦୁଛି । ଏକଦା ୧୦୦ ଟଙ୍କା ଟପି ଯାଇଥିବା ପିଆଜ ଏବେ କିଲୋ ପିଛା‌ ୫ରୁ ୭ ଟଙ୍କାରେ ଯାଚିଗୁଞ୍ଜା ବିକ୍ରି ହେଉଛି । ଚାରି ମାସ ତଳର ବଜାର ତାତି ଆଜି ପୁରା କାଲୁଆ ପଡ଼ିଯାଇଛି ।
Read More...

ବିଶିଷ୍ଟ ବିଜେପି ନେତା ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେରଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ଼ ବିଜେପିକୁ ଶକ୍ତ ଧକ୍କା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବର୍ତ୍ତନ ଧିରେ ଧିରେ ବଢ଼ିବାରେ ଲାଗିଛି । ଦୁଇ ଜଣ ବିଶିଷ୍ଟ ବିଜେପି ନେତା ବିଜେପି ଦଳରେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହି ତୃଣମୂଳ ସ୍ତରରେ ସଂଗଠନ
Read More...

ଲୋକଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ

ନୂତନ ଚଙ୍ଗରିଆ ପଞ୍ଚାୟତ ଗଠନ ହେବାର ୫ ବର୍ଷ ପରେ ପଞ୍ଚାୟତରେ ମିଳିଲା ଚାଉଳ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଂରକ୍ଷଣ ଆସନ ଉଛେଦ କରିଥିବାରୁ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ତାହାର ଜବାବ ଦେବାକୁ ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ବ୍ରହ୍ମପୁରା ସ୍ଥିତ ଆଦିବାସୀ
Read More...

ଜଙ୍ଗଲ ବିଭାଗର ଜାଣତରେ ଦିନ ଦ୍ୱିପହରରେ ଗଛକାଟ ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ବ୍ୟାପକ ଭାବେରେ ଗଛ
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ସହାୟତାରେ ଭାଙ୍ଗି ପଡିଥିବା ଗଛ ରାସ୍ତାରୁ ହଟିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : କାଳବୈଶାଖୀ ଯୋଗୁଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତର ବଡଉଡେନ ଗ୍ରାମର ରାସ୍ତାକଡ଼ରେ ଥିବା ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡ଼ିଥିଲା । ଯାହାଫଳରେ ବଡଉଡେନ ଓ ବାଞ୍ଜିପାଲି ରାସ୍ତାରେ ଆମ୍ବ ଗଛ ଭାଙ୍ଗି ପଡିଥିବା ଯୋଗୁଁ ରାସ୍ତାରେ
Read More...

ଲରମ୍ଭା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣକଳସ ଶୋଭାଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଲରମ୍ଭା ପଞ୍ଚାୟତର ଲରମ୍ଭା ଗ୍ରାମରେ ମହାପ୍ରଭୁ ଜଗନ୍ନାଥ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲି ପୂର୍ଣ୍ଣ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁକତେଲ ନଦୀରୁ ପୂର୍ଣ୍ଣ କଳସ ଆଣାଯାଇ ପୂଜା
Read More...

ସାଢେ ୩ କେଜି ଗଞ୍ଜେଇ ଜବତ

ପାଟଣାଗଡ଼,(ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ୍‌ ଧୁବଲପଡା ଗ୍ରାମର ମେଶୁ ମେହେର(୭୦)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ
Read More...

ସ୍କୁଲ ରାସ୍ତା ମଝିରେ ବାଲି ଗଦା କରିଥିବା ଅଭିଯୋଗ

ବେନକେରା ଆଶ୍ରମ ବିଦ୍ୟାଳୟକୁ ଯିବା ରାସ୍ତାରେ ବାଲି ଗଦା ଛାତ୍ରଛାତ୍ରୀମାନଙ୍କୁ ହେଉଛି କାଳପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକଙ୍କ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେନା ଗ୍ରାମରେ ରହିଛି ସରକାର ଅନୁସୁଚୀତ ଜାତି ଓ
Read More...