ବେଲପଡାରେ ସୁନେତ୍ର କାର୍ଯ୍ୟକ୍ରମ ଆରମ୍ଭ
ପାଟଣାଗଡ, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଧୂମାଭଟା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି । ବେଲପଡା ବ୍ଲକ ବିଇଓ ଚତୁର୍ଭୁଜ ମିର୍ଦ୍ଧାଙ୍କ ସଭାପତିତ୍ୱରେ!-->…
Read More...
Read More...