Browsing Tag

patanagarh news

ପାଟଣାଗଡ ବ୍ଲକ ସ୍ଥିତ ରହେନ୍‌ମାଲ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଠାରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

ପାଟଣାଗଡ, (କେପିଏନ୍‌ଏସ୍‌) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ହିଁ ଜ୍ଞାନର ବିକାଶ କରେ । ପୁସ୍ତକ ହିଁ ଛାତ୍ର ଛାତୀମାନଙ୍କର ଚରିତ୍ର ଗଠନରେ ସହାୟକ ହୁଏ । ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟ ଅବସରରେ ମତ ପ୍ରକାଶ ପାଇଛି । ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ପାଟଣାଗଡ଼ ଗଡଜାତର ଐତିହାସିକ ପ୍ରସିଦ୍ଧ ଦଶହରା ପର୍ବ : ଆଜି ମା’ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ପାଟଣାଗଡ, (ଗୋରେଖନାଥ ବରିହା) : ଐତିହ୍ୟ ଗଡଜାତ୍ୟ ପାଟଣାଗଡ଼ର ଦଶହରା ପୂର୍ବ ଏକ ନିଆରା ପରମ୍ପରା ଏବଂ ଦୈବଶକ୍ତି ସମ୍ପର୍ଣ୍ଣ ଐତିହାସିକ ପ୍ରସିଦ୍ଧ ବଏଲଯାତ୍ରା ଭାବେ ପ୍ରାୟ ଦୀର୍ଘ ବର୍ଷ ଧରି ରାଜା ରାଜୁଡା ଅମଳରୁ ନୀତିକାନ୍ତି ପରମ୍ପରା ଅନୁଯାୟୀ ପାଳିତ ହୋଇଆସିଛି । ଆଶ୍ଵିନ ତା ୧୭/୯
Read More...

ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଅଜୁ ନାଏକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଅଜୁ ନାଏକ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହାରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରରେ ଟ୍ରେନିଂ କରି କୃଷି ବିଭାଗ
Read More...

ବେଲପଡାରେ ସୁନେତ୍ର କାର୍ଯ୍ୟକ୍ରମ ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଧୂମାଭଟା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି । ବେଲପଡା ବ୍ଲକ ବିଇଓ ଚତୁର୍ଭୁଜ ମିର୍ଦ୍ଧାଙ୍କ ସଭାପତିତ୍ୱରେ
Read More...

ଭାଙ୍ଗିଲା ଦାମେଇପାଲି ପୁରୁଣା ସ୍କୁଲ ଘର : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନରେ ଆକସ୍ମିକ ଭାବେ ଭାଙ୍ଗି ଯିବାରୁ ଏକ ବଡ଼ ବିପଦ ଟଳି ଯାଇଛି । ଏହି ଅଘଟଣରୁ ଛାତ୍ରଛାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ମଧ୍ୟାହ୍ନରେ
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଏହାକୁ ତୁରନ୍ତ ପୁରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚିଠି ଲେଖିଥିବା ଜଣାଯାଇଛି ।
Read More...

ପାଟଣାଗଡ ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେଡି ପକ୍ଷରୁ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ନୂଆଖାଇଁ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ବିଜୁ ଜନତା ଦଳର କର୍ମୀମାନେ ହାଟପଦା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର
Read More...

ପାଟଣାଗଡ଼ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ରାମଜୀ ଛକ ସ୍ଥିତ ମାରୱାଡି ଧର୍ମଶାଳା ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାରଳା ସାହିତ୍ୟ
Read More...

ରାଜ୍ୟସଭା ସାଂସଦଙ୍କ ଚନ୍ଦନଜୁରୀ ମହିମା ମଠ ଓ ପତ୍ରଫଡ଼ି ପରିଦର୍ଶନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଜୁରୀ ମହିମା ମଠକୁ ପରିଦର୍ଶନ କଲେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଅଲେଖ ମହିମା ତଥା ମଠାଧିସ ଓ ସାଧୁ ସନ୍ଥଙ୍କର ଆଶୀର୍ବାଦ ନେଲେ । ମହିମା ମଠର ମଠାଧିସ ଓ ସାଧୁ ସନ୍ଥମାନଙ୍କ ସହ ଆଲୋଚନା
Read More...

ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି । ହେଲେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଏହା ସମ୍ପୂର୍ଣ୍ଣ ଓଲଟା । ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ
Read More...