Browsing Tag

patanagarh news

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବେଳେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବୁଧବାର ହେବାକୁ ଥିବା ବେଳେ ଅଧିକାରୀ ମାନେ ପହଞ୍ଚିବା ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା ।
Read More...

ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ…

ପାଟଣାଗଡ, (ଗୋରେଖନାଥ ବରିହା) : ଏମଜିଏନଆରଇଜିଏସ କାର୍ଯ୍ୟରେ ଅର୍ଥ ଅନିୟମିତତା ଅଭିଯୋଗ ନେଇ ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ । ଅଭିଯୋଗ ଅନୁଯାୟୀ, ମାଟିଆଭଟା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଆରଏସ ସୁଧର୍ମା ବେହେରା
Read More...

ପାଟଣାଗଡ଼ରେ ବିଜେଡ଼ି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ଦୀର୍ଘ ୨୫ ବର୍ଷର ବ୍ୟବଧାନକୁ ଆଖି ଆଗରେ ରଖି ଆପଣ ମାନଙ୍କ ପରିବର୍ତ୍ତନ ଆଣିବାର ସହଯୋଗରେ ପାଟଣାଗଡ ଏନ୍‌ଏସିକୁ ଏକ ବିକଶିତ ଭାବେ ଗଢ଼ିତୋଲିବା ମୋର ଲକ୍ଷ : ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ପକ୍ଷରୁ ନୂଆଁଖାଇ
Read More...

ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପର୍ଯ୍ୟଟନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଦ୍ମମୁଖ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ବିଦ୍ୟାଳୟର ଟ୍ୟୁରିଜିମ୍‌ ଏଣ୍ଡ
Read More...

ଖପ୍ରାଖୋଲ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଗଠନ

୬ ବର୍ଷ ଚାକିରି କାର୍ଯ୍ୟକାଳକୁ ମୂଳ ଚାକିରି ଭାବେ ସାମିଲ କରିବାକୁ ଦାବୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ସଂଘର ଏକ ବୈଠକ ପ୍ରଦୀପ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ : ମରାମତି କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ଥାନୀୟ ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ବିଦ୍ୟୁତ କାର୍ଯ୍ୟାଳୟ, ଜଳଛାୟା, ପ୍ରାଣୀ ଚିକିତ୍ସାଳୟ, ହାଇସ୍କୁଲ, ଅଗ୍ନିଶମ, ଉଦ୍ୟାନ
Read More...

ମଣ୍ଡଳରେ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ମଣ୍ଡଳ ଗ୍ରାମର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ମହାସମାରୋହରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
Read More...

ପାଟଣାଗଡ ନବଦୁର୍ଗା ପୂଜା ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ କଲେଜଛକସ୍ଥିତ ଗଙ୍ଗାଧର ପାର୍କଠାରେ ନବଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇର୍ ରବିବାର କଳସ ଯାତ୍ରା ହୋଇଥିଲା । ବହୁ ପୁରୁଷ ମହିଳା ସ୍ଥାନୀୟ ପୟ୍‌ଚମୁଖୀ ହନୁମାନ ମନ୍ଦିର ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ
Read More...

ଯାଦବ ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଠାରେ ଯାଦବ ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ଓ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସଭାପତି ଜଗନ୍ନାଥ ଖର୍ସେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

୮୫ ପଞ୍ଚାୟତକୁ ୨୦୨୧ର ଫସଲ ବୀମା ରାଶି ମିଳିବା ଦାବୀରେ କୃଷକ ମହାସଂଘ ପକ୍ଷରୁ ଲାଠୋର ହରିଶଙ୍କରଠାରେ ଅନିର୍ଦ୍ଧିଷ୍ଟ…

ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଚାଷୀ ଓହରିଲେ ପାଟଣାଗଡ଼, (ଗୋରେଖନାଥ ବରିହା) : ୨୦୨୧ ମସିହା ଫସଲ ବୀମା ପାଇନଥିବା ଜିଲ୍ଲାର ୮୫ ପଞ୍ଚାୟତକୁ ବୀମା ରାଶି ମିଳିବା ଦାବୀ ଏବଂ ବିଭିନ୍ନ ସମସ୍ୟା ୨୦୨୧ ଖରିଫ ବର୍ଷରେ ଭୟାବହ ମରୁଡି ହେତୁ ମରୁଡି ଘୋଷଣା କରିବା, ୩୩ ପ୍ରତିଶତ ଜଳସେଚନ
Read More...