Browsing Tag

patanagarh news

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମେଧାବୀ ଝିଅ ସସ୍ମିତାଙ୍କ ସଫଳତା

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବ୍ଲକ ଉଲବା ଗାଁର ଜଣେ ଗରିବ ପରିବାରର ମେଧାବୀ ଝିଅ ସସ୍ମିତା ମେହେରଙ୍କ ସଫଳତାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ବାପା ନୀଳମଣି ମେହେର ଓ ମା' ବୃନ୍ଦାବତୀ ମେହେରଙ୍କ ପ୍ରଥମ ଝିଅ ସସ୍ମିତା ୩୩୧ତମ…
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ : ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ୱାର୍ଡ଼ ନମ୍ବର ୧ ସ୍ଥିତ ଗଡଭିତରପଡା ଠାରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷା,…
Read More...

ବଜ୍ରାଘାତରେ ଦୁଇ ବଳଦ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁହର ଶୁକ୍ରବାର ଦିନ ବଜ୍ରାଘାତ ହେବାରୁ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ, ନାଗଡେରା ଗାଁର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛମୂଳେ…
Read More...

ଓଡ଼ିଶା ପ୍ରଶାସନିକ ସେବାରେ ୧୧୩ ନମ୍ବର ରଖି କୃତକାର୍ଯ୍ୟ ହେଲେ ଦଳପାଲି ଝିଅ ନୀତୁଶ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ୨୦୨୦(ଓଏଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୮ ଜଣ ଓଡ଼ିଆ ଅଛନ୍ତି । ସେଥି ମଧ୍ୟରୁ ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦଳପାଲି ଗାଁର…
Read More...

ଜଳପାଙ୍କେଲ ଗ୍ରାମରେ ଭାଲୁ ଆତଙ୍କ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ ଗ୍ରାମରେ ଗତ ରାତିରେ ଭାଲୁ ଆତଙ୍କ ଦେଖାଦେଇଛି । ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଭାଲୁଟି ମହୁ ଫେଣା ଖାଇବା ଆଶାରେ ନିକଟସ୍ଥ…
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ : ଶୁଭେଚ୍ଛା ଜଣାଇଲେ ଆଦିବାସୀ…

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦ୍ରୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସମସ୍ତଙ୍କର ପ୍ରିୟ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କୁ…
Read More...

ଧୁମାଭଟାରେ କ୍ଷତ୍ରୀୟ ସମାଜର ବିଶାଳ ଖଣ୍ଡା ଓ ମଶାଲ ଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପବିତ୍ର ବିଜୟା ଦଶମୀ ଦିନ କ୍ଷତ୍ରୀୟ ସମାଜର ଏକ ବିଶାଳ ଖଣ୍ଡା ଓ ମଶାଲ ଶୋଭାଯାତ୍ରା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟାଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ଇଷ୍ଟ ଦେବୀ ମା' ବସ୍ତ୍ରେନ୍ ମନ୍ଦିରରୁ ମଶାଲ ବାହାର କରି ଗାଁ ପରିକ୍ରମା କରି…
Read More...

ପାଟଣାଗଡର ଗ୍ରାମାଞ୍ଚଳଗୁଡିକ ଉତ୍ସବ ମୁଖର, ଭାଇ ଜିଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ବ୍ଲକ ଅଞ୍ଚଳର ଭାଇ ଜିଉନ୍ତିଆ ଓଷା ଉତ୍ସବ ମୁଖର ହୋଇଉଠିଛି । ହେଲେ ହଜି ଯାଉଛି ଡାଲଖାଇ ନାଚ ଗୀତ ପରମ୍ପରା । ଦୁର୍ଗା ଅଷ୍ଟମୀ ଦିନ ଭଉଣୀ ମାନେ ଭାଇର ମଙ୍ଗଳ ମନାସି ମା' ଦୂର୍ଗାଙ୍କ ପୂଜା କରିବା ସହ ଉପବାସ ରହି…
Read More...

ଚଙ୍ଗରିଆ ପଞ୍ଚାୟତ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତି ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସରପଞ୍ଚ ସୁଶୀଳ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଫୋଟୋଚିତ୍ରରେ ଦୀପ ପ୍ରଜ୍ଜଳନ ସହ ପୁଷ୍ପାଞ୍ଜଳୀ ଅର୍ପଣ…
Read More...

ମରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଏକ ନୀଳ ରଙ୍ଗର ଏଚ୍‌ଏଫ୍‌ ଡିଲକ୍ସ ଗାଡ଼ି ନଂ ଓଡି୦୩ଭି୦୨୬୧ ପାଟଣାଗଡ଼…
Read More...