Browsing Tag

patanagarh news

ପାଟଣାଗଡ଼ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଟଣାଗଡ଼ ବ୍ଲକର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
Read More...

ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ସାଂସ୍କୃତିକ ପରିଷଦ, ପାଟଣାଗଡ ଆନୁକୂଲ୍ୟରେ ଗତକାଲି ପାଟଣାଗଡ ସ୍ଥିତ ସାରସ୍ୱତ କଳାପରିଷଦ ଠାରେ ଅନୁଷ୍ଠାନର ସଭାପତି ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ପ୍ରଦୀପ କୁମାର ଶତପଥୀକୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ କଂସ ଦରବାରର ଶୁଭ ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ, (କେପିଏନ୍‌ଏସ୍‌) : ବେଲପଡା ଓ ଖପ୍ରାଖୋଲ ବ୍ଲକଠାରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ କଂସ ଦରବାରର ଶୁଭ ଉଦ୍‌ଘାଟନ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ମେହେର ଯୋଗଦାନ କରିଥିଲେ ।
Read More...

କବି ପ୍ରଦୀପ ଶତପଥୀଙ୍କ ଅକାଳ ବିୟୋଗ : ପାଟଣାଗଡ ସାଂସ୍କୃତିକ ପରିଷଦ ପକ୍ଷରୁ ଗଭୀର ଶୋକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ନିବାସୀ ବେଲପଡା ବ୍ଲକ ଅଧୀନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପାଟଣାଗଡ ସାଂସ୍କୃତିକ ପରିଷଦର ଉପସଭାପତି କବି ପ୍ରଦୀପ ଶତପଥୀ(୫୮) ଆଉ ନାହାନ୍ତି । ଗତ ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ସେ ଜଣେ…
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅଧିନସ୍ଥ କୁତମୁଣ୍ଡା ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ କୁତମୁଣ୍ଡା ତଥା ବିଭିନ୍ନ ଗ୍ରାମର ୪୦ ଜଣ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୀବ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ନେପାଳ ମେହେର(୨୮) । ନେପାଳଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା ବେଳେ…
Read More...

ଓମ୍ ଏଗ୍ରୋ ବାୟୋଟେକ୍ ଲିମିଟେଡର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିରରୁ ଅକ୍ଷୟ, ବଟକୃଷ୍ଣ, ବରୁଣ ଓ ପ୍ରଶାନ୍ତ ଶ୍ରେଷ୍ଠ ଭାବେ ପୁରସ୍କୃତ ପାଟଣାଗଡ଼, (କେପିଏନ୍‌ଏସ୍‌) : ଓମ୍ ଏଗ୍ରୋ ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡର ୧୪ତମ ଜନ୍ମ ବାର୍ଷିକ ଉତ୍ସବ ପୁରୀ ସ୍ଥିତ ବିଜୟ ଇଣ୍ଟର ନ୍ୟାସନାଲ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳକ ନିର୍ଦ୍ଦେଶକ…
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତକାଲି ବିଶ୍ଵ ଏଡ୍‌ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ଉପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ସଭା ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ : ଦୁଇ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କ ମାମୁଁ ଘରୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କର ମା' ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ…
Read More...

ପାଟଣାଗଡ଼ରେ ବିଶ୍ଵ ଏଡ଼୍‌ସ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଉତ୍କଳ ସେବକ ସମାଜ ଓ ଜବାହାରଲାଲ ମହାବିଦ୍ୟାଳୟ ପାଟଣାଗଡର ମିଳିତ ଉଦ୍ୟମରେ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଉତ୍କଳ ସେବକ ସମାଜର କର୍ମକର୍ତ୍ତା ଦିନ ୧୧ଟାରେ ଜବାହାରଲାଲ…
Read More...