Browsing Tag

patanagarh news

୧୧ ଦିନରେ ଅଙ୍ଗନବାଡି କର୍ମୀଙ୍କ ଧାରଣା, ଧାରଣାସ୍ଥଳରେ ମାଣବସା ପୂଜା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଅଙ୍ଗନବାଡି ସଂଘର ବିଭିନ୍ନ ଦାବୀ ପୂରଣ ନେଇ ଭୁବେନଶ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ପାଟଣାଗଡ଼ ବ୍ଲକ ଅଙ୍ଗନବାଡି ସଂଘ ତରଫରୁ ସ୍ଥାନୀୟ ସିଡିପିଓ ଅଫିସ ସମ୍ମୁଖରେ ଧାରଣ ଦିଆଯାଇଛି । ଆଜିକୁ ୧୧ ଦିନ ହେବ ବ୍ଲକର ୧୩ଟି ସେକ୍ଟରର ଅଙ୍ଗନବାଡି…
Read More...

ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହାରଲାଲ କଲେଜରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର ଉଦ୍‌ଘାଟନ କରିଥିଲେ । କ୍ରିକେଟ ପ୍ରତିଯୋଗିତାରେ ଯୁକ୍ତତିନି ବର୍ଗରେ ଦ୍ୱିତୀୟ ବର୍ଷ, ଯୁକ୍ତଦୁଇ ବର୍ଗରେ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ…
Read More...

ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ୧୨ ଶ୍ରମିକ ଉଦ୍ଧାର

ପାଟଣାଗଡ, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ପାଇଁ ନିଆଯାଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ପାଟଣାଗଡ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ମୁଣ୍ଡୋଦର୍ହ ଗାଁର ରତନ ବିଶ୍ୱାଳ ନାମକ ସର୍ଦ୍ଦାରଙ୍କୁ ପୁଲିସ…
Read More...

ଭୁବନେଶ୍ଵରରେ ‘ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା ଭୁଲିଆ ସମାଜ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଭୁଲିଆ ସମାଜର ଏକ ପ୍ରତିନିଧି ଦଳ ପାଟଣାଗଡ଼ ଭୁଲିଆ ଧର୍ମଶାଳାର ଉପସଭାପତି ରାଜେଶ ମେହେର ଓ ନଗର ସଭାପତି ପ୍ରଫୁଲ୍ଲ ମେହେରଙ୍କ ନେତୃତ୍ୱରେ ଭୁଲିଆ ସମାଜର କିଛି ବଦାନ୍ୟ ବ୍ୟକ୍ତି ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେରଙ୍କ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କର୍ମଶାଳା

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ପୂର୍ବ ସମ୍ପାଦକ ଝାରୁ ମେହେର ମୁଖ୍ୟ ଅତିଥି, ପୂର୍ବ ସଭାପତି ନକୁଳମଣି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିିଲେ । ପ୍ରଧାନ…
Read More...

ଯୁବ ପତ୍ରକାର ସଂଘର କାର୍ଯ୍ୟକରିଣୀ ବୈଠକ ଓ ବନ୍ଧୁ ମିଳନ

ଗ୍ରାମାଞ୍ଚଳର ବିକାଶ ଦିଗରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଉପଖଣ୍ଡ ଯୁବ ପତ୍ରକାର ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁ ମିଳନ କୁସୁମକାନୀ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କରୁଣାକର ବୁଡେକଙ୍କ…
Read More...

ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ଟଙ୍କା ଆତ୍ମସାତ ନେଇ ଥାନାରେ ଏତଲା

୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ଲାଇନ୍ସ ଭୋକେସେନାଲ ପବ୍ଲିକ ସ୍କୁଲର ପୂର୍ବତନ ସଭାପତି ମନୋଜ ନନ୍ଦ ସ୍କୁଲ ଫଣ୍ଡ ଟଙ୍କା ଆତ୍ମସାତ କରୁଥିବା ନେଇ ଦାୟିତ୍ୱରେ ଥିବା ସ୍କୁଲ ଏକାଉଣ୍ଟାଣ୍ଟ ମାନଭଞ୍ଜନ ଠାକୁର ପାଟଣାଗଡ଼ ଥାନାରେ…
Read More...

ଗ୍ରାମ ରୋଜଗାର ସେବକ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକ ମାନେ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନ ମିଳିଲେ କାର୍ଯ୍ୟବନ୍ଦ କରିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ରାଉତଙ୍କୁ ଏକ ଦାବୀପତ୍ର ପ୍ରଦାନ…
Read More...

ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଲା କନ୍ୟାକିରଣ ଫାଉଣ୍ଡେସନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଛି କନ୍ୟାକିରଣ ଫାଉଣ୍ଡେସନ୍‌ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଡେବିରିପାଲି ଗ୍ରାମର ଦୀପାଞ୍ଜଳି ଖମାରୀ(୧୬) ୧୦ ବର୍ଷ‌ ଆଗରୁ ନିଜ ବାପାଙ୍କୁ ହରାଇ ବିଧବା ମା' ସହ…
Read More...

ପାଟଣାଗଡ଼ ହସ୍ପିଟାଲରେ ଡାକ୍ତର ପଦବୀ ପୂରଣ ଦାବୀରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଗଣଧାରଣା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଡାକ୍ତରଖାନା ଆଗରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ର ଉପଖଣ୍ଡ…
Read More...