ବଜରଙ୍ଗ ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ବଜରଙ୍ଗ ଦଳ ପକ୍ଷରୁ ଭଇଁଷା ସ୍ଥିତ ବନ୍ଧଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧର ରାସ୍ତାର ଦୁଇ ପାର୍ଶ୍ଵରେ ଦୀର୍ଘଦିନ ହେଲା ଅନାବନା ଘାସ ଗୁଡିକ ଲାଗିଥିବାରୁ ଏହି ରାସ୍ତା!-->…
Read More...
Read More...