ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ
ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ରେ ୭୪ତମ ଉପଖଣ୍ଡୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉପଖଣ୍ଡୀୟସ୍ତରୀୟ ଦିବସରେ ମୁଖ୍ୟଅତିଥି ଭାବରେ ସ୍ଥନୀୟ ରମାଇହାଇ ସ୍କୁଲ ପଡ଼ିଆରେ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା!-->…
Read More...
Read More...