ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ, ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ପାଟଣାଗଡ ପୋଲିସ
ପାଟଣାଗଡ, (କେପିଏନ୍ଏସ୍) : ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ । ତେବେ ଅଭିଯୁକ୍ତ ଭିଣୋଇକୁ ଗିରଫ କଲା ସ୍ଥାନୀୟ ପୋଲିସ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଗଙ୍ଗାସାଗର ଗ୍ରାମ ପଂଚାୟ ଠାରେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଗାଧୋଇବା ସମୟରେ ତାଙ୍କ ଭିଣୋଇ ତାଙ୍କ!-->…
Read More...
Read More...