Browsing Tag

padmapur news

ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଓ ସକ୍ରିୟ ବିଜେଡି କର୍ମୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ତଥା ପୂର୍ବତନ କଂଗ୍ରେସ ସାଂସଦ ଇଂ.ସଞ୍ଜୟ ଭୋଇ ଏବଂ ପୂର୍ବତନ ମନ୍ତ୍ରୀ ଡ଼. ମୁରାରୀ ମିଶ୍ରଙ୍କ କନ୍ୟା ତଥା ସକ୍ରିୟ ବିଜେଡି କର୍ମୀ ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟ ଆଜି ବିଧିବଦ୍ଧ…
Read More...

ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଞ୍ଚଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ଅବସରରେ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭପତିତ୍ୱରେ ଏକ ରକ୍ତଦାନ ଶିବିର ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଯଦୁମଣି ସାହୁ, ମେଡିକାଲ ଅଫିସର,…
Read More...

ବରଗଡ ଏସ୍‌ପି କ’ଣ ବିଜେଡି ପାଇଁ କାମ କରିବା ନିଷ୍ପତ୍ତି ନେଇଛନ୍ତି କି ? : ଜୟ ନାରାୟଣ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ ଏସ୍‌ପିଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛି । ବିଜୁ ଜନତା ଦଳ ଗୋଟିଏ ପଟରେ ଅଶାନ୍ତି, ହିଂସାତ୍ମକ କାର୍ଯ୍ୟକଳାପ କରୁଥିବା ବେଳେ ଜିଲ୍ଲା ପୋଲିସ…
Read More...

ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବାଇକ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ଦୀର୍ଘ ୧୩ ବର୍ଷ ହେଲା ଲଢେଇ କରି ଆସୁଅଛି ଓ ସଫଳ ମଧ୍ୟ ହୋଇଛି । ଦୀର୍ଘ ୧୪ ମାସ ହେଲା ବିଭିନ୍ନ ଦାବୀ ନେଇ ସଂଗଠନ ବନ୍ଦ ଡାକରା, ଗଣଧାରଣା, ରେଳରୋକ ତଥା ବିଭିନ ମାଧ୍ୟମରେ ଆନ୍ଦୋଳନ ଜାରି…
Read More...

ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କ ରୋଡ଼ ସୋ’ରେ ଯୋଗଦେଲେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲାକୁମାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପଦ୍ମପୁର ଉପନିର୍ବାଚନର କଂଗ୍ରେସ ପାର୍ଥୀ ସତ୍ୟ ଭୂଷଣ ସାହୁ ପ୍ରମୁଖ ନେତୃବୃନ୍ଦ ଗତକାଲି ପାଇକମାଳର ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଓଡିଶା…
Read More...

ଡିସେମ୍ବର ୨ରେ ଆସିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଦ୍ମପୁର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨ ତାରିଖ ଦିନ ପଦ୍ମପୁର ଉପନିର୍ବାଚନରେ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନର ପଦ୍ମପୁର ଗସ୍ତରେ ଆସି ସଂପୃକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଆୟୋଜିତ…
Read More...

ବିଜେପି କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ

ପଦ୍ମପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ, ଅକ୍ସିଜେନ ଥିଲେ ହୁଏତ ଆଜି ଧନେଶ୍ୱର ଜୀବନ ବଂଚିପାରିଥାନ୍ତା : ସମୀର ମହାନ୍ତିଶେଷ ଦର୍ଶନ କରି ଦଳୀୟ ପତକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ସଡକ ଦୁର୍ଘଟଣାରେ ଗତକାଲି ପଦ୍ମପୁର…
Read More...

ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟ ସାଧକ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ସଂସଦ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ…
Read More...

ପଦ୍ମପୁର ଅଂଚଳର ବିକାଶ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ : ସମୀର ମହାନ୍ତି

ଶାସକ ବିଜେଡିର ମିଛ ଓ ପ୍ରତାରଣାକୁ ସ୍ୱାଭିମାନୀ ପଦ୍ମପୁର ଅଂଚଳବାସୀ ଭଲ ଭାବେ ବୁଝି ସାରିଛନ୍ତିପରୀ, ମମିତା, ମାହାଙ୍ଗା ଭଳି ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନେ ପ୍ରଚାର ପାଇଁ ଡେରା ପକାଇଛନ୍ତିଅପାରଗତା ରାଜ୍ୟ ସରକାରଙ୍କ କାରଣରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନନାଥ,…
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାର

ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି : ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି…
Read More...