Browsing Tag

padmapur news

ପାଇକମାଲ ବ୍ଲକ ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକର ଅଙ୍ଗନୱାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ଗତକାଲି ଅଫିସ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୮ ଦଫା ଦାବୀ ମଧ୍ୟରେ ୨୦୧୮ ମସିହାରେ ଆନ୍ଦୋଳନ କରିଥିବା ୬ଜଣ ବହିଷ୍କୃତ ଅଙ୍ଗନୱାଡ଼ି କର୍ମୀଙ୍କୁ…
Read More...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡକ୍ଟର ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ…
Read More...

ପିଲାଙ୍କ ସହ ଜନ୍ମଦିନ ପାଳିଲେ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନକେଡା ସ୍ଥିତ ଗୋପବନ୍ଧୁ ସେବାସଦନର ପିଲାମାନଙ୍କ ସହ ଜନ୍ମଦିନ ପାଳିଲେ କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା । ଏହି ଅବସରରେ ପିଲାମାନଙ୍କ ସହ କେକ୍‌ କାଟି ସମସ୍ତେ ଖୁସି ମନରେ କେକ୍‌ ଖାଇଥିଲେ ଏବଂ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।…
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଜୋଗିମଠ୍ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବରଗଡ଼ ଜିଲ୍ଲା ଆୟୋଜନ ସମିତି ଦ୍ୱାରା ଏକ ବୈଠକ ଭାଗିରଥି ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମହାସଚିବ ଧନେଶ୍ଵର ସିଂହ, ଉପସଭାପତି…
Read More...

ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅଞ୍ଚଳ ମହାବିଦ୍ୟାଳୟ କନ୍ଫରେନ୍ସ କୋଠରିରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ଼. ଲଲାତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ଼. ନାୟକ ଛାତ୍ରଛାତ୍ରୀଙ୍କୁ…
Read More...

କୋସଲ ରାଜ୍ୟ ମୁକ୍ତିମୋର୍ଚ୍ଚାର ଆହ୍ୱାନ କ୍ରମେ ପଦଯାତ୍ରା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀ ପ୍ରସଙ୍ଗ ଉଠି ଆସୁଛି, କିନ୍ତୁ ଚଳିତ ବର୍ଷ ଏହା ଜୋର୍‌ ଧରିଥିବା ଦେଖାଯାଇଛି । ବିଧାନସଭା ଘେରାଉ କୋସଲ ମହାବନ୍ଦ ଭଳି ବଡ଼ ଧରଣର ଆନ୍ଦୋଳନ ହେବା ପରେ ଏବେ ପଦ୍ମପୁର ଉପନିର୍ବାଚନକୁ…
Read More...

ପଦ୍ମପୁର ଏନଏସିରେ ବିଜେପିର ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ନୀତି ଏବଂ ସର୍ବଦା କୃଷି ଓ କୃଷକର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ପୂର୍ବତନ ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ନିଜ ୱାର୍ଡର ଅନେକ…
Read More...

ବିଜେପିର ମିଶ୍ରଣ ପର୍ବ

ସ୍ୱାଧୀନ ପ୍ରାର୍ଥିନୀ ଭାବରେ ନାମାଙ୍କନ ଦାଖଲ କରିଥିବା ରେବତୀ ଗିରିଙ୍କ ବିଜେପିରେ ଯୋଗଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥିନୀ ହୋଇଥିବା ରେବତୀ ଗିରି ଗତକାଲି ବିଜେପିରେ ଯୋଗ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ…
Read More...

ପୁରେନା ସ୍କୁଲରେ ତାଲା ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜି ଗ୍ରାମବାସୀ ତାଲାବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ହେଁ ଶିକ୍ଷକ ନ ଥିବାରୁ ପାଠପଢା…
Read More...

ସିଏସସିଭିଏଲଇ ମାନଙ୍କର ବନ୍ଧୁ ମିଳନ ଓ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ସମସ୍ତ ସିଏସସିଭିଏଲଇ ମାନଙ୍କୁ ନେଇ ଏକ ମିଶନ ୯୦ ଡେ ଟ୍ରେନିଂ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଭେଲୁଆପଦର ଡେମ ପାଖରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭିଏଲଇ ମାନଙ୍କୁ ସିଏସସିର ଅନେକ ପ୍ରଜେକ୍ଟ ବାବଦରେ…
Read More...