Browsing Tag

padmapur news

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ୱ ମହାମାରୀ କାରୋନା ସମୟରେ ସାଧାରଣତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି । ଏଣୁ ରକ୍ତ ଅଭାବକୁ ଦୂର କରିବା ପାଇଁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଏହି ରକ୍ତସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି…
Read More...

ଜଗଦଲପୁର ମୁଖ୍ୟରାସ୍ତା ଅଙ୍ଗନଦୀ ପୋଲ ଉପରେ ଏକ ଲୁହା ରଡ୍‌ ଉପୁଡି ପଡିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ସୀମାନ୍ତ ଛତିଶଗଡକୁ ଯାଇଥିବା ରାସ୍ତା ମଝି ଅଙ୍ଗନଦୀ ପୋଲ ଉପରେ ଏକ ଲୁହା ରଡ୍‌ ଉପୁଡି ପଡିଛି । ଯାହା ଦ୍ୱାରା ପଦ୍ମପୁର ଠାରୁ ଜଗଦଲପୁର ଅଙ୍ଗନଦୀ ପୋଲ ରାସ୍ତା ଦେଇ ଯାଉଥିବା ଅନେକ ଯାନ ବାହାନ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।…
Read More...

ପାଇକମାଲ ମୁଖ୍ୟ ରାସ୍ତା ଉପରେ ଗାଡି ପାର୍କିଙ୍ଗ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତ ସମିତିର ମୁଖ୍ୟ ରାସ୍ତା ବିଜୁ ଏକ୍ସପ୍ରେସ ୱେ ରାସ୍ତା ସମାପ୍ତ ହୋଇ ନଥିବା ବେଳେ ଡ୍ରେନ ସମସ୍ୟା ପାଇକମାଲ ବାସୀଙ୍କୁ ସମସ୍ୟା ସୃଷ୍ଟି କରୁଛି । ରାସ୍ତା ଉପର ସମସ୍ୟା ଅନେକ ପ୍ରକାର ରହିଛି । ଡ୍ରେନ ନାହିଁ, ଷ୍ଟ୍ରିଟ ଲାଇଟ ନାହିଁ, ଗାଈ…
Read More...

ଦୂଷିତ ପାଣି : ପ୍ରଶାସନ ନୀରବ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁରରେ ପି.ଏଚ.ଡି. ବିଭାଗର ଦୂଷିତ ପାଣି ସପ୍ଲାଇର ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର, ଭିଜୁଆଲ୍‌ ମିଡିଆରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନଙ୍କ ପାରିବା ପଣିଆ ଆଜି ପୁଣି ପଦାରେ ପଡି ବାଟରେ…
Read More...

୮୫ବର୍ଷ ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିିଁ ବୃଦ୍ଧବୃଦ୍ଧାଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ବୁଢାବୁଢୀମାନଙ୍କୁ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଯୋଜନା ମାନ ପ୍ରଣୟଣ ହୋଇଛି । ହେଲେ ପ୍ରଶାସନ କେତେକଙ୍କ ନିକଟରେ ଶୀଘ୍ର…
Read More...

ଆସନ୍ତୁ, ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଂପ୍ରତି ବିଶ୍ୱକୁ ଗ୍ରାସ କରି ଚାଲିଥିବା କରୋନା ମହାମାରୀ ଖୁବ ଜୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁ ହୁ ହୋଇ ମାଡି ଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ପଦ୍ମପୁର ସ୍ଥିତ ବଣିକ ସଙ୍ଘ, ଓକିଲ ସଙ୍ଘ,…
Read More...

ଫସଲ ବୀମା ପ୍ରଦାନ ସଂପର୍କିତ ମିଳିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ଅନ୍ତର୍ଗତ ଲଖମରା, ବାଦିକଟା ଏବଂ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯-୨୦ ଖରିଫ ଫସଲ ବୀମା ପାଇ ପାରିନଥିବାରୁ ଗତ ତା ୨୩.୯.୨୦ ଦିନ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।…
Read More...

ଆଦିବାସୀ ହାଇସ୍କୁଲରେ ତାଲାବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମରେ ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି । ଏଠାରେ କାର୍ୟ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ‌ଦ୍ୱାଦଶ ପ୍ରଧାନଙ୍କ ଅନେକ ଅସନ୍ତୋଷ କାର୍ୟ୍ୟ ଯଥା…
Read More...

ଦ୍ୱାଦଶହରେ ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ୱର୍ଗତଃ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ…
Read More...

ଧାନ ଫସଲରେ ଅଜଣା ରୋଗ : କାମ ଦଉନି କୀଟନାଶକ, ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।…
Read More...