ଅଧ୍ୟାପକ ରମାକାନ୍ତ ସା’ଙ୍କ ଅକାଳ ମୃତ୍ୟୁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଜମଲା +୨ ମହା ବିଦ୍ୟାଳୟର ଓଡିଆ ଅଧ୍ୟାପକ ରମାକାନ୍ତ ସା'ଙ୍କର ଏକ ଦୁର୍ଘଟଣାରେ ମାତ୍ର ୫୦ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି । କୁଚିପାଲି ବାସିନ୍ଦା ସ୍ବର୍ଗତ ସା' ପଦ୍ମପୁରରେ ରହୁଥିଲେ । କୁଚିପାଲିରୁ ମୋଟର ସାଇକଲରେ ଆସୁଥିବା ବେଳେ ଏକ!-->…
Read More...
Read More...