Browsing Tag

padmapur news

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଡ଼. ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ…
Read More...

ବାପୁଜୀ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧଠାରେ ବାପୁଜୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାସ୍ଥଳରେ ଗ୍ରାମର…
Read More...

ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରାଥମିକ ଶିକ୍ଷକ ଭବନଠାରେ ରାଜବୋଡାସମ୍ବର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରାହିତ୍ୟରେ ସ୍ୱର୍ଗୀୟ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ରବୀନ୍ଦ୍ର ରଣାଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।…
Read More...

୨୦୨୧ ଫସଲ ବୀମା ରାଶି ଓ ଇନଫୁଟ ସବସିଡି ପ୍ରଦାନ ଦାବୀରେ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ସହିତ ମରୁଡି ସହାୟତା ଇନପୁଟ ରାଶି ଆଜି ପର୍ଯ୍ୟନ୍ତ ନ ମିଳିବାରୁ ପ୍ରଦାନ କରିବା ଦାବୀରେ ଏକ ୪ ଦଫା ସମ୍ମିଳିତ ଦାବୀପତ୍ର ବରଗଡ଼ ଜିଲ୍ଲାପାଳଙ୍କ…
Read More...

ପୁରେନାଦୁର୍ଗେଇ କ୍ଲବ ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନାଦୁର୍ଗେଇ କ୍ଲବ ଆନୁକୂଲ୍ୟରେ 'ନୂଆଁଖାଇ ଭେଟ୍‌ଘାଟ୍‌' ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ଭାରତ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ନରେନ୍ଦ୍ର ଦାଉ ସଂଯୋଜନା କରିଥିଲେ ।…
Read More...

ଧରାପଡିଲେ ଲକ୍ଷାଧିକ ଟଙ୍କା ନେଇ ଫେରାର୍‌ ଥିବା ଅଭିଯୁକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୋଲିସକୁ ବଡ଼ ସଫଳତା ମିଳିଛି । ପାଇକମାଲ ଥାନା ଅଞ୍ଚଳର ବିଭିନ୍ନ ଆଠଟି ଅର୍ଥ ଲଗାଣ ସଂସ୍ଥାରୁ ୫୩ଜଣ ମହିଳାଙ୍କ ପାସ୍‌ବୁକ ଜାଲିଆତି କରି ସେମାନଙ୍କ ନାଁରେ ୫୪ ଲକ୍ଷ ଟଙ୍କା ଉଠାଇ ଫେରାର୍‌ ହୋଇଯାଇଥିବା ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ…
Read More...

ଲୋକ ପରମ୍ପରା ଆଧାରରେ ‘ସଚେତନ ହେମା’ର ନୂଆଁଖାଇ ଭେଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଦ ଗ୍ରାମରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଢୋଲବନ୍ଧ ଗ୍ରାମବାସୀଙ୍କ ସହଯୋଗରେ ନୂଆଁଖାଇ ଭେଟ୍‌ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟିକେଲାଲ ସ୍ୱାଇଁ, ବିଜୟ ସ୍ୱାଇଁ, ଅନୁବ୍ରତ ସାହୁ,…
Read More...

ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ପାଇକମାଲ ବ୍ଲକ ଗୌରଜୁରୀ ଗ୍ରାମରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ଭଜନ ଓ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରମେଶ ଚନ୍ଦ୍ର ଦାଶ ଭଜନ ଓ ଶ୍ରୀ ଜଗନ୍ନାଥ…
Read More...

ପଦ୍ମଶ୍ରୀ ବାବା ବାଳିଆଙ୍କ ନାରେ ଥାନାରେ ଅଭିଯୋଗ ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ଆଗରୁ ଆମର କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ପରମ୍ପରାକୁ ତାଚ୍ଛଲ୍ୟ କରି ପଶ୍ଚିମ ଓଡିଶାର ଦେବା ଦେବୀ ଉପରେ ଖରାପ ମନ୍ତବ୍ୟ ଦେଇଥିବା ପଦ୍ମଶ୍ରୀ ବାବା ବାଳିଆଙ୍କ ନାମରେ ଗାଇସିଲେଟ ଥାନାରେ ଏତଲା ଦେଲା ଗାଇସିଲେଟ ବ୍ଲକ କୋସଲ ରାଏଜ ମୁକ୍ତି…
Read More...

ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠୀ ଗ୍ରାମ ପଞ୍ଚାୟତର ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଙ୍ଗରାଜ ପାଣ୍ଡେଙ୍କ ସଂଯୋଜନାରେ ହନୁମାନପଡାର ସମସ୍ତ ଅଧିବାସୀ ଯୋଗଦାନ କରିଥିଲେ । ଅତିଥି ଭାବେ…
Read More...