Browsing Tag

padmapur news

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ସୋମବାର ତା.୨୬ରୁ ତା. ୬ ଅକ୍ଟୋବର ପର୍ଯ୍ୟନ୍ତ ପାଇକମାଲ ଦୁର୍ଗା ମଣ୍ଡପ ଠାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଳିତ ହେବ । ଚଳିତ ବର୍ଷ ଏହି ଦୁର୍ଗାପୂଜା ୧୭ ବର୍ଷରେ ପଦାର୍ପଣ କରୁଛି । ନବରାତ୍ର ଦୁର୍ଗାପୂଜା ଗତ ଦୁଇ ବର୍ଷ ପୂଜାବିଧି…
Read More...

ଝାରବନ୍ଧ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧ ଠାରେ ଜାତୀୟ ସେବା ଯୋଜନା ଦିବସ, ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ପତାକା ଉତ୍ତୋଳନ ଓ ଶପଥ ପାଠ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ…
Read More...

ସିରଜିନା ଉତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଧଣ୍ତାମୁଣ୍ତା ସ୍ଥିତ ଶାନ୍ତି ଧାମ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ଉପସଭାପତି ଆଖଣ୍ଡଳ ଦାଶ । ବୈଠକର ଆରମ୍ଭ…
Read More...

ମେଧାବୀ ଛାତ୍ରଙ୍କୁ ପାଠପଢାରେ ସହଯୋଗ କଲେ ଯୁବଚାଷୀ ଅଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଚଷା ଲକ୍ଷେ ଜୀବ ପୋଷା, ଏହାର ଅର୍ଥ ଯିଏ ଚାଷ କରେ କୀଟପତଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁ, ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆହାର ଯୋଗାଇଥାଏ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜାମଖାର ଗାଁରେ ଏପରି ଏକ ଯୁବଚାଷୀ ଅଛନ୍ତି…
Read More...

ସଟ୍ଟା ମାଲିକଙ୍କୁ ଗିରଫ କରିବାରେ ପୋଲିସ ଚୁପ୍‌, ସାଧାରଣରେ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ କାଲିର ଭବିଷ୍ୟତ, କଥାଟି ଶୁଣିବାକୁ ବହୁତ ଖୁସି ଲାଗେ, ହେଲେ ବାସ୍ତବରେ ଆଜି କାଲିର ଶିଶୁ ସଟ୍ଟାର ଶିକାର ହୋଇ ଖରାଫ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଛୁଆ ଠୁ ବୁଢ଼ା ସମସ୍ତେ ଏହି ସଟ୍ଟାର…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ସ୍ୱାଗତ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ, ଆଜି ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଭା ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ପ୍ରଥମ…
Read More...

ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ପରୋପକାରୀ ନିଳାଞ୍ଚଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁଗ ପରିବର୍ତ୍ତନ ସହିତ ଲୋକଙ୍କ ମାନସିକତାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ଯୁଗରେ କିଛି ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ଆଉ କିଛି ଯୁବପିଢ଼ି ସମାଜସେବା ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ନିକଟ ଅତୀତରେ…
Read More...

ପଦ୍ମପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲଡି ସିଂ ବରିହାଙ୍କ ଧର୍ମପତ୍ନୀ ରାଜେଶ୍ୱରୀ ସିଂ ବରିହାଙ୍କ ପରଲୋକ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା,…
Read More...

ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବରଗଡ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଝାରବନ୍ଧ ବ୍ଲକ ଅନାଦିବାହାଲ ଗ୍ରାମରେ ଡିଜିଟାଲ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉକ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ…
Read More...

ପଦ୍ମପୁର ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଚୋରା ମହୁଲି ମଦ ଜବତ ସହ ୧ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅବକାରୀ ବିଭାଗ ତରଫରୁ ଡଙ୍ଗରମୁଣ୍ଡା ଜଙ୍ଗଲରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମହୁଲି ମଦ ଏବଂ ମହୁଲ ପୋଚ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚଢ଼ାଉ ସମୟରେ ଅବକାରୀ…
Read More...