Browsing Tag

padmapur news

କଂସର ପଞ୍ଚାୟତ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଗ୍ରାମସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରପଞ୍ଚ ଆନନ୍ଦ ବେହେରା କଂସର ଗ୍ରାମ ପଞ୍ଚାୟତକୁ ବାହ୍ୟ ମଳ ମୁକ୍ତ, ପୋଲିଥିନ ଫ୍ରି ସୁସ୍ଥ ଏବଂ ସ୍ୱଚ୍ଛ ପଂଚାୟତ ଭାବେ ଘୋଷଣା କରିଥିଲେ । ସରକାରଙ୍କ ନିର୍ଦ୍ଧାରିତ ନଅ ଟି ଥିମ୍‌ ଉପରେ ନିଜ ପଂଚାୟତକୁ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ କରିବା ପାଇଁ…
Read More...

ମାଣ୍ଡୋସିଲ ରାବଣ ପୋଡି ପାଇଁ ରାବଣ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମରେ ଦଶମୀ ଦିନ ୭୧ତମ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେବ । ଏଥିପାଇଁ ରାବଣ, ରାମ, ଲକ୍ଷ୍ମଣ, ହନୁମାନ ଓ ନିର୍ଦ୍ଦେଶକଙ୍କୁ ବରଣ କରାଯାଇଛି । ରାବଣ…
Read More...

ରାଜକିୟ ପରମ୍ପରା ଖଣ୍ଡା ଧୁଆ ସହ ପଦ୍ମପୁର ରାଜବାଟୀରେ ଆରମ୍ଭ ହେଲା ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ରରେ ରାଜତନ୍ତ୍ରର ମହକ ଦେଇଥାଏ ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା । ରାଜ ଭକ୍ତି ଓ ଭାଇଚାରାର ଅନନ୍ୟ ମିଳନ ପଦ୍ମପୁର ରାଜବାଟୀରେ ହେଉଥିବା ଦୁର୍ଗାପୂଜା । ପୁରାତନ ବୋଡାସମ୍ବର ରାଜାଙ୍କ ଶାସନାଧିନ ଅଂଚଳମାନଙ୍କରେ ଆଜି ମଧ୍ୟ ସମସ୍ତେ ମିଶି…
Read More...

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ : ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଶତାୟୁ ଭୋଟରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ଇଆରଓ ତଥା ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପଦ୍ମପୁର ବିଧାନ ସଭା…
Read More...

ବନୁପାଲି ଗ୍ରାମରେ ସ୍ୱଚ୍ଛତା ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଅଧିନସ୍ଥ କଂସର ଗ୍ରାମ ପଞ୍ଚାୟତର ବନୁପାଲି ଏବଂ ସପିଆଁ ଗ୍ରାମରେ କଂସର ଗ୍ରାମ ପଞ୍ଚାୟତର ସରପଞ୍ଚ ଆନନ୍ଦ ବେହେରାଙ୍କ ନେତୃତ୍ୱରେ ଗ୍ରାମର ୱାର୍ଡ ସଭ୍ୟ, ଏସଏସଜି ମହିଳା, ଯୁବକମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ସପ୍ତାହ ପାଳନ କରାଯାଇଛି ।…
Read More...

ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ କନସିଂହା ନିବାସୀ ସ୍ଵର୍ଗତ ସୀତାକାନ୍ତ ଭୋଇଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ ଜିଲ୍ଲାରେ ପ୍ରାଥମିକ ଠାରୁ…
Read More...

ଶାନ୍ତିନଗର ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ତୈଳିକ ବେଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁଲପାଲି, ଭେଉଁରିଆ, ବୁଡେନ୍‌, ବରିକେଲ, ଗାଇସିଲେଟ୍‌, ପୁରେନା, ପାଇକମାଲ ଅଞ୍ଚଳର ପ୍ରତିନିଧି ଯୋଗଦାନ କରିଥିଲେ । ସଭାପତି…
Read More...

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧ ସ୍ଥିତ ବନଦୁର୍ଗା ଠାରେ ଶାରଦୀୟ ନବଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଶ୍ଵିନ ଶୁକ୍ଳପକ୍ଷ ୨୬/୯ ସୋମବାର ଦିନ ସକାଳ ୭.୩୦ମି.ରେ କଳସାଧିବାସ, ଅଙ୍କୁରାରୋପଣ, ଅଖଣ୍ଡ ଦୀପ ପ୍ରଜ୍ଜଳନ ପୂଜାରମ୍ଭ ଏବଂ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ…
Read More...

ବୃକ୍ଷ ରୋପଣ‌ ପାଇଁ ଅଣ୍ଟା‌ ଭିଡିଛନ୍ତି ପ୍ରକୃତିବନ୍ଧୁ ଅନନ୍ତ କୁମାର ମେହେର ଓ‌ ଗୋବିନ୍ଦ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ‌, ପରିବେଶ ବଞ୍ଚିଲେ‌ ଆମେ‌ ବଞ୍ଚିବା‌, ଏହି‌ ମହାମନ୍ତ୍ରକୁ‌ ସାକାର୍‌ କରିବା‌ ପାଇଁଁ ତଥା‌ ପରିବେଶ ପ୍ରଦୂଷଣରୁ‌ ରକ୍ଷା ପାଇବା ପାଇଁ ପାଣିପାଗ ଜଳବାୟୁ ସନ୍ତୁଳନ‌ ଲାଗି‌ ବୃକ୍ଷ ରୋପଣ ଅତ୍ୟନ୍ତ ଜରୁରୀ ‌। ଦୁଇ ଜଣ ବନ୍ଧୁ ଆପ୍ରାଣ…
Read More...

ବିଜେପି ଦହିତା ମଣ୍ଡଳ ପକ୍ଷରୁ ଦୀନଦୟାଲ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଦହିତା ମଣ୍ଡଳ ପକ୍ଷରୁ ଦୁହିତା ଶିବ ମନ୍ଦିର ସମ୍ମୁଖରେ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି କେତନ ମେହେରଙ୍କ ସଭାପତିତ୍ୱ ଏବଂ ସାଧାରଣ ସମ୍ପାଦକ ବାସୁଦେବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...