ସମାଜସେବୀ ବୈଲୋଚନ ସାହୁଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଟେସିରା ଗ୍ରାମର ବୈଲୋଚନ ସାହୁଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ୨୮ ବର୍ଷର ଶିକ୍ଷକତା ପରେ ଅବସର ଗ୍ରହଣ କରି ସେ ନିଜକୁ ସମାଜସେବା ତଥା ପରୋପକାରରେ!-->…
Read More...
Read More...