Browsing Tag

padampur news

ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ (୪୨) ପରଲୋକ ହୋଇଯାଇଛି । ସ୍ଵଗର୍ତ ଖମାରୀ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।…
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ସ୍ଥିତ ଶ୍ରୀ ଶ୍ରୀନୃସିଂହନାଥ ଠାରେ ଥିବା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ବିଜୁ ଛାତ୍ର ଜନତା ଦଳର ବ୍ଳକ ସଭାପତି ରବିନାରାୟଣ ସାହୁଙ୍କ ପକ୍ଷରୁ ଏକ ମାସ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଶ୍ରୀ ସାହୁ ସମସ୍ତ…
Read More...

ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ କେନାଲପଡ଼ା ନିବାସୀ ତଥା ପଦ୍ମପୁର କେନ୍ଦୁପତ୍ର କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ୟାମ କୁମାର ପଟ୍ଟନାୟକଙ୍କ ଗତକାଲି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । କିଛି ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ…
Read More...

ମିଟର ରିଡର ମାନଙ୍କ ଜରୁରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ମଙ୍ଗଳବାର, ଝାରବନ୍ଧ ଓ ପାଇକମାଲରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ଏକ ଜରୁରୀ ବୈଠକ ଅନଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା କଟକଣା ଥିବାରୁ ଗାଁ ଗାଁ ଯାଇ ଘର ଘର ବୁଲି ମିଟର ରିଡିଂ ନେବା ସମ୍ଭବ ନୁହେଁ…
Read More...

ପଣ୍ତରୀପାଣି ଗ୍ରାମରେ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ପଣ୍ତରୀପାଣି ଗ୍ରାମରେ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନଙ୍କର ପ୍ରଚେଷ୍ଟାରେ କୋଭିଡ ଗାଇଡ ଲାଇନ ନିୟମ ମାନି ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ସାନିଟାଇଜର ଓ…
Read More...

କରୋନା ସଂକ୍ରମିତଙ୍କ ଶବ ଦାହ ପାଇଁ ପଦକ୍ଷେପ ନେଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ଲହଙ୍ଗିର ଗ୍ରାମର ଭଗବାନ ମରେଇ ଗତ ପାଞ୍ଚଦିନ ଧରି କୋଭିଡ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନ ରହିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଲି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା…
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(୪୬) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର…
Read More...

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧା ମାନ୍ୟତା ମିଳୁ : ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ପାଇଁ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ ଉପସ୍ଥାପନ କରିଛନ୍ତି ।…
Read More...

ବୈଶାଖ ଅକ୍ଷୟ ତୃତୀୟାରେ ନୃସିଂହ ମହାପ୍ରଭୁଙ୍କ ପାଖରେ ପଖାଳ ଭୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାକୃତିକ ସୌନ୍ଦର୍ଯ୍ୟ ଆଧ୍ୟାତ୍ମିକ ପରିବେଶ ଶାନ୍ତି ପୂର୍ଣ୍ଣ ବାଟ ବରଣ ଓ ଅଲୌକିକତାର ଗ୍ରନ୍ଥାଘର ପଶ୍ଚିମ ଓଡ଼ିଶାରରେ ଥିବା ପବିତ୍ର ନୃସିଂହନାଥ ଦେବତାଙ୍କ ମନ୍ଦିର । ଏହାର ପରମ୍ପରା ଏବଂ ରୀତିନୀତି ପୂଜା ପଦ୍ଧତି ଅନନ୍ୟ । ତମଧ୍ୟରୁ ପ୍ରତିବର୍ଷ…
Read More...

ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ପଦ୍ମପୁର ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ଆନୁକୂଲ୍ୟରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ, ସମସ୍ତ କୋଭିଡ କଟକଣା ପାଳନ ପୂର୍ବକ ନିଷ୍ଠାର ସହ ପାଳିତ ହୋଇଯାଇଛି ।ପୂଜନ ପରେ ସମସ୍ତ ସମାଜର ମଙ୍ଗଳ ଓ ବିଶ୍ୱକୁ କୋରନା…
Read More...