ଘର ଭଙ୍ଗାର ଥଇଥାନ ବ୍ୟବସ୍ଥା ପାଇଁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବସଷ୍ଟାଣ୍ଡ ଠାରେ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ପାଇଁ ଘରଗୁଡିକୁ ଭାଙ୍ଗି ଦିଆଯାଇଛି । ଦୀର୍ଘ ୩୫ ବର୍ଷ ଧରି ସେହି ସ୍ଥାନରେ ବସବାସ କରି ଛୋଟ ଛୋଟ ଦୋକାନ କରି ନିଜ ପରିବାରକୁ ପରିପୋଷଣ!-->…
Read More...
Read More...