Browsing Tag

padampur news

ବ୍ଲକ ସ୍ତରୀୟ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କରୋନା ମହାମାରୀ ପରିସ୍ଥିତିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମ କ୍ରମେ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଛି । ଏହି…
Read More...

ଗଞ୍ଜାମ ଜିଲ୍ଲା ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ

ଗଞ୍ଜାମ, (ନିରୋଜ କୁମାର ପାଣୀ) : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ପଞ୍ଚାୟତର ୨୫ ବର୍ଷୀୟ ଚାଷୀ ଦାଶରଥି ବିଶୋଇ ମନୁଷ୍ୟକୃତ ଘାଇ କାରଣରୁ ଫସଲ ନଷ୍ଟ ହେଇାଥିବାରୁ ଚାଷ ଜମିରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ…
Read More...

କାର୍‌ ବାଇକ୍‌ ମୁହାଁମୁହିଁ ଧକ୍କା : ବ୍ରିଜ ତଳକୁ ଖସିଗଲା କାର୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ୩ଟା ସମୟରେ ପଦ୍ମପୁର-ପାଟଣାଗଡ଼ ରାସ୍ତା ରଜାପଡା ବ୍ରିଜ ପାଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ମୁତାବକ କାର୍‌ ଚାଳକ ପାଟଣାଗଡ ପଟୁ ପଦ୍ମପୁର ପଟକୁ ଯାଉଥିବା ବେଳେ ସେହି ସମୟରେ ପଦ୍ମପୁର ପଟୁ ଆସୁଥିବା ବାଇକ ସହ…
Read More...

୬କୋଟି ୧୪ଲକ୍ଷ ବ୍ୟୟରେ ଇନ୍‌ଡୋର ଷ୍ଟେଡିୟମ ହେବ : ମନ୍ତ୍ରୀ ସୁଶାନ୍ତ ସିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ଅର୍ଥ ବାଧକ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାମୁହିକ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ପଦ୍ମପୁରବାସୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଇନ୍‌ଡୋର ଷ୍ଟେଡିୟମ ପାଇଁ ୬ କୋଟି ୧୪ଲକ୍ଷ ଟଙ୍କା ମଞ୍ଜୁର…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ତା ୨/୧୧/୨୦ରେ ଯୋଗ୍ୟ ହିତାଧିକାରୀ ମାନଙ୍କର ଇନକ୍ମୋଜର ତାଲିକାରେ…
Read More...

ମାନସିଂହ ସାହିତ୍ୟ ସଂସଦର ସପ୍ତମ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସପ୍ତମ ମାସିକ କବିତା ଆସର ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଉପଦେଷ୍ଟା ବନବିହାରି ପଟ୍ଟନାୟକ ଆସରକୁ…
Read More...

ଲୁହା ବୋଝେଇ ଟ୍ରକ ଜବତ : ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ସୀମାନ୍ତବର୍ତ୍ତି ଧଉରାଭଟା ଛକରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଟ୍ରକ CG07CC0312କୁ ଅଟକାଇ ଯାଞ୍ଚ କରିଥିଲେ । ଉକ୍ତ ଟ୍ରକରେ ୭ଟନ ଓଜନର ଲୁହା ଖଣ୍ଡ ଯାଉଥିଲା । ଟ୍ରକ ଡ୍ରାଇଭର କାଗଜପତ୍ର…
Read More...

ମାଣ୍ତିଆଢିପା କ୍ଳଷ୍ଟର ସ୍ତରୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତିଆଢିପା କ୍ଲଷ୍ଟର ସ୍ତରୀୟ ଏକ ଦିବସୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କର୍ମଶାଳା ବଇଦପାଲି ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗଦେଇ…
Read More...

ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିଜୁରୀ ଗ୍ରାମର ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ଏକ ପରିବାର ବେସାହାରା ହୋଇ ପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଅତିକଷ୍ଟରେ ଜୀବନଯାପନ କରୁଛନ୍ତି । ସୂଚନା ଅନୁଯାୟୀ…
Read More...

ସାର କଲାବଜାରୀକୁ ବିଜେପିର ବିକ୍ଷୋଭ ପରେ ବିଭାଗୀୟ ଅଧିକାରୀଙ୍କ ଚଢ଼ାଉ : ଅନିୟମିତତା ଅଭିଯୋଗରେ ଦୋକାନକୁ ସିଲ୍ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ପାଇକମାଲ ବିଜେପି ପକ୍ଷରୁ ସାର୍‌ କଲାବଜାରୀକୁ ବିରୋଧ କରି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାକୁ ଦୃଷ୍ଟି ଦେଇ ଆଜି ପାଇକମାଲ ବିଭାଗୀୟ କୃଷି ଅଧିକାରୀ ବେଆଇନ ଭାବେ ବିକ୍ରି କରୁଥିବା…
Read More...