Browsing Tag

padampur news

ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମା’ବାପାଙ୍କ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରକ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା'ର ଉଚ୍ଚତର ଚିକିତ୍ସା ପାଇଁ 'ଅର୍ଥ ସାଜିଛି ବାଧକ' । ଏହିଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ
Read More...

ପାଇକମାଲରେ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜସୁବିଧାରେ ଯିବା ଆସିବା ପାଇଁ ଶୁଭାରମ୍ଭ ହେଲା ଇଶାନ ବଜାଜ ସୋରୁମ୍‌, ପାଇକମାଲ ଛକଠାରୁ ଝାରବନ୍ଧ ରାସ୍ତାରେ ଏହି ସୋରୁମ୍‌ ଅବସ୍ଥିତ, ଲୋକେ କିପରି ସଠିକ୍‌ ଦରରେ ସୁବିଧାରେ ମୋଟରଯାନ ପାଇ ପାରିବେ
Read More...

କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଳାଳିଙ୍କ ପତ୍ର ଖରିଦ୍‌ର ପଇସା ରଥଯାତ୍ରା ପୂର୍ବରୁ ଦେବାକୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳିମାନେ ଗତ ୨ ମାସ ହେଲା ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗକୁ ବିକ୍ରି କରିଥିଲେ ମଧ୍ୟ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଟଙ୍କାଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି ।
Read More...

ନିଜ ଶ୍ରେଣୀର ଶତ ପ୍ରତିଶତ ପିଲା “ୟୁଟ୍ୟୁବ”ରେ ପାଠ ପଢ଼ିବା ପାଇଁ ଶିକ୍ଷକ ଦିବସଙ୍କ ଉଦ୍ୟମ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତବର୍ଷ ଠାରୁ ବନ୍ଦ ହୋଇଛି । ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁରା ଠପ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଗତବର୍ଷ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଜରିଆରେ ଯେଉଁ ସବୁ
Read More...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ନଗର ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର ନଗର ବିଜେପି ପ୍ରତିନିଧି ଦଳ । ଖରା ମାସରେ ଅଙ୍ଗନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର
Read More...

ପଦ୍ମପୁରରେ କରୋନା ସଚେତନତା‌ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ପ୍ରତି କୋରୋନ ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ନିୟମ କାନୁନ ସୃଷ୍ଟି କରିଛନ୍ତି । ଏହି ନିୟମକୁ ପାଳନ କରି ଅଙ୍ଗନୱାଡ଼ି କର୍ମୀ ସବିତା ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର
Read More...

୬ମାସ ନ ପୁରୁଣୁ ବିଜୁ ସେତୁ ରାସ୍ତାରେ ଦେଖା ଦେଲାଣି ଫାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗାଁ ମାନଙ୍କୁ ସହରର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ତଥା ଉଚିତ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା, ସେତୁ ଆଦି ନିର୍ମାଣ କରୁଛନ୍ତି । ହେଲେ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ
Read More...

ଲଖନା ଜାମସେଠ ରାସ୍ତା ପ୍ରଶସ୍ତିକରଣ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ ଏକ ଅବହେଳିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର ଶେଷ ସୀମାରେ ଥିବାରୁ ଏଠାରେ ପ୍ରଶାସନର ନିଘା ପଡେ ନାହିଁ । ବହୁଦିନରୁ ଲଖନା ଠାରୁ ବରଗଡ଼ ଜିଲ୍ଲାର ଜାମସେଠ ୧୫ କିଲୋମିଟର ରାସ୍ତାକୁ ପ୍ରଶାସ୍ତିକରଣ
Read More...

କୋଭିଡ଼ ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମପଞ୍ଚାୟତ ଠାରେ କୋଭିଡ ସଚେତନତା ରଥକୁ ଝାରବନ୍ଧ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ, ସ୍ଵାସ୍ଥ୍ୟକର୍ମୀ ନିରୁପମା ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମାବତୀ
Read More...

ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ଵତୀ ଶିଶୁମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂପାଦକ କୁବେର ରଣା ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଦ୍ୟାଳୟର ଶୈକ୍ଷିକ ଆଲୋଚନା କରାଯାଇଥିଲା ।
Read More...