Browsing Tag

padampur news

ଗରିବ ଅସହାୟ ୪ ଜଣ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଝିଟିକି ଗ୍ରାମର ଚାରି ଜଣ ଅସହାୟ ଗରିବ ବୃଦ୍ଧବୃଦ୍ଧା ବାରମ୍ବାର ଆବେଦନ ଓ ଗୁହାରି କରିବା ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସୂଚନାନୁଯାୟୀ ସେମାନେ
Read More...

ନୃସିଂହନାଥ ବନାଞ୍ଚନ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲସ୍ଥିତ ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି, ବନପାଳ ଲୋକେଶ
Read More...

ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ମିଳିତ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ରାମ କୁମାର ଗୁପ୍ତା, ସଂପାଦକ
Read More...

କାର୍ଯ୍ୟରତ ବିଦ୍ୟୁତ ଜେଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଏସ୍‌ମା ଆଇନ୍ ଅନୁସାରେରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ବିଦ୍ୟୁତ୍ ଅଧିନସ୍ଥ ସୋହେଲା ସେକ୍‌ସନର ଜୁନିୟର ଇଞ୍ଜିନିୟର ଉମେଶ କୁମ୍ଭାରଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ ସବ୍‌ଷ୍ଟେସନରେ ଶିରଗିଡା ଫିଡରର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ
Read More...

ଡାଲଖାଇ କଳାକାରମାନଙ୍କୁ ଅଟଳ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ଼ ଗ୍ରାମର ଡାଲଖାଇ ଲୋକନୃତ୍ୟ କଳାକାରମାନଙ୍କୁ ବେଙ୍ଗାଳୁରୁର ଜୁହାର୍ ପରିବାର ତରଫରୁ ସହାୟତା ଦିଆଯାଇଛି । ମହାନ୍ ନାଟ୍ୟକାର, ଅଭିନେତା ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି
Read More...

ବ୍ଳକ ଅଧ୍ୟକ୍ଷ ହେବ ତ ଏମିତି : କୁମରମଣୀଙ୍କୁ ଭୂରି ଭୂରି ପ୍ରଶଂସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବୈଦପାଲି ଗ୍ରାମ ଅଧିବାସୀ ମାନଙ୍କ ଦୀର୍ଘଦିନ ସ୍ୱପ୍ନ ପୂରଣ ଦିଗରେ ଯତ୍ନବାନ ହୋଇ ବର୍ତ୍ତମାନ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣୀ ନାୟକ ବରଗଡ଼ ଜିଲ୍ଲାପାଳ ଏବଂ ପିଡି ଡିଆରଡିଏଙ୍କୁ ଭେଟି ପୋଲ କେମିତି ଅତିଶୀଘ୍ର ନିର୍ମାଣ ହୋଇ ପାରିବ
Read More...

ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ବିତୁଛି ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ବାଟବଣା ହେଉଥିବା ଅନେକ ନଜିର ରହିଛି । ଏଣୁ ତ କୁହାଯାଏ, ଯିଏ ଧନୀ ତା ପାଖକୁ କୁବେର, ଇନ୍ଦ୍ର ପରି ପ୍ରଶାସନିକ ଅଧିକାରୀ, ରାଜନେତା ସମସ୍ତେ ଆସନ୍ତି । ଯାହାର କିଛି ନାହିଁ, ତା ପାଖକୁ ଭିକାରୀ ମଧ୍ୟ
Read More...

ବେସାହାରା ଜୟକୁମାରୀଙ୍କୁ ସାହା ହେବ କିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇନ୍ଦିରା ଆବାସ ଅପେକ୍ଷାରେ, ବିତିଯିବ ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ବେହେରାବାହାଲି ଗାଁର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା ଅଟନ୍ତ । ତାଙ୍କର ଆଗ ପଛରେ କେହି ନଥିବା ସୂଚନା ମିଳିଛି ।
Read More...

ଚାଷୀଙ୍କ ଟୋକନ ଲେପ୍ସ ଓ ମଣ୍ଡିରୁ ଧାନ ଉଠାଇବା ଦାବୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ନେତୃତ୍ୱରେ ବରଗଡ ବିକାଶ ହସ୍ପିଟାଲ ଛକ(ଅଟଳ ଛକ) ଠାରେ ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ କୃଷକ ମୋର୍ଚ୍ଚା ପକ୍ଷରୁ ବରଗଡରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି
Read More...

ପ୍ରଧାନ ପଣ୍ଡିତଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଲାଲାଜୀ ଗୋପାଳଜୀ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଛଦ୍ମକେଶୀ ଦାସ, ସାହିତ୍ୟ ଶାସ୍ତ୍ରୀ ଆଜି ଅବସର ଗ୍ରହଣ କରିଛନ୍ତି । ଆଜି ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା
Read More...