Browsing Tag

padampur news

ଗୁଦେରପାଲି ହାଇସ୍କୁଲରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସମାଜସେବୀ କିଶୋର ଚନ୍ଦ୍ର ଦେବତା ଯୋଗଦେଇଥିବା
Read More...

ବିଜେପିର ନିର୍ବାଚନ ଅଭିଯାନ ପ୍ରଚାର ପ୍ରସ୍ତୁତି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ସ୍ଥିତ ସମଲେଶ୍ୱରୀ ଠାରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ବିଧାୟକ
Read More...

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟିର ଭର୍‌ଚୁଏଲ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟିର ଏକ ଭର୍‌ଚୁଏଲ ମିଟିଂ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭର୍‌ଚୁଏଲ ସଭାରେ ମେଣ୍ଟର
Read More...

ପାଇକମାଲ ଯୋଗାଣ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯୋଗାଣ ସହାୟକଙ୍କ ଦ୍ଵାରା ଏକ ଗୁରୁତ୍ୱପୂର୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି କନକଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ରଜନୀକାନ୍ତ ସାହୁ ସଭା
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରକୁ ସମ୍ପୂର୍ଣ ରୂପେ ସଫା କଲା ପରେ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟତ୍ରୀ ତଥା
Read More...

ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର କେତେକ ପ୍ରମୁଖ
Read More...

ପଦ୍ମପୁର ବ୍ଲକ ସ୍ତରୀୟ ଠିକାଦାର ସଂଘ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ସ୍ତରୀୟ ଠିକାଦାର ସଂଘ ଗଠିତ ହୋଇଯାଛି । ସଂଘର ସଭାପତି ଭାବେ ଧରମ ପାଢୀ, ଉପ ସଭାପତି ହରିହର ପଟ୍ଟନାୟକ, ସଂପାଦକ ଭରତ ପଣ୍ତା, ଯୁଗ୍ମ ସମ୍ପାଦକ ରାକେଶ ସାମନ୍ତରାୟ, କୋଷାଧ୍ୟକ୍ଷ ଶରଲ ସିହ୍ନା ସହିତ ୧୧ ଜଣ ସଦସ୍ୟ ନରେଶ ମେହେର, ରାକେଶ
Read More...

ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଏକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଠାରେ ରବିବାର ଦିନ "ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା" ଗାଇସିଲେଟ ଶାଖା ସଭାପତି ଶଶୀଭୂଷଣ ବରିହାଙ୍କ ଆହ୍ୱାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ଶ୍ରୀ
Read More...

ଦୁର୍ନୀତି ଗ୍ରସ୍ତଙ୍କ ଚରାଭୁଇଁ ପାଲଟିଛି ପଦ୍ମପୁର ଉପଖଣ୍ଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଦୁର୍ନୀତି ଚରମ ସୀମାରେ ପହଂଚି ସାରିଛି ଏବଂ ଏହାର ଚରାଭୁଇଁ ପାଲଟିଛି ପଦ୍ମପୁର ଉପଖଣ୍ଡ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଲୋକଙ୍କ ପାଇଁ କାଳ ସାଜିଥିବା ବେଳେ ତା' ଠାରୁ ବଳି ଦୁଃଖର କଥା
Read More...

ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡାକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଗତ ୨୩ ତାରିଖରୁ ଭାରତୀୟ ଜନତା ପାର୍ଟି ତରଫରୁ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାନେ କରାଯାଉଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତର
Read More...