Browsing Tag

padampur news

ବିଜେପି ବରିକେଲ ମଣ୍ତଳର କାର୍ଯ୍ୟକାରିଣୀ ବୈଠକ : ଯୁବକମାନେ ବିଜେପିରେ ହେଲେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ମହୁଲପାଲି ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମଠାରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଗାମୀ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କୃଷକ ମୋର୍ଚ୍ଚା…
Read More...

ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହେଲେ ବିଶିଷ୍ଟ ନାରୀ ନେତ୍ରୀ ଜୟନ୍ତୀ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ତଥା ବିଶିଷ୍ଟ ବିଜେଡି ନେତ୍ରୀ ଶ୍ରୀମତୀ ଜୟନ୍ତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ବରିହା ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ…
Read More...

ଜଗଦଲପୁର ବାଲିଘାଟ ପାଇଁ ଏକ ଗ୍ରାମ୍ୟ କମିଟି ଭେଟିଲା ତହସିଲଦାରଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ବାଲିଘାଟ ବାବଦରେ ଜଗଦଲପୁର ଗ୍ରାମ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳ କୃଷ୍ଣଚନ୍ଦ୍ର ପଟେଲ, ହେମସାଗର ପଟେଲ, ମଦନମୋହନ ପଟେଲ, ଦିନେଶ ପଟେଲ, ଛନ୍ଦାଚରଣ ପଟେଲ, ହରେକୃଷ୍ଣ ପଟେଲ ଓ ସମ୍ପଦ ପଟେଲ ଆଜି ଝାରବନ୍ଧ…
Read More...

ବିଜେପିର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରିକେଲ ମଣ୍ଡଳ ଲୁହାରପାଲି ଗ୍ରାମ ପଞ୍ଚାୟତ ସର୍ଗିଯୁରି ଠାରେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ବରିକେଲ ମଣ୍ଡଲ ସଭାପତି ସୋକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ…
Read More...

ପୁଣି ଗଞ୍ଜେଇ ମାଫିଆ ଧରାପଡି ଜେଲ୍‌ ଗଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଜଗଦଲପୁର ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୁଣି ଜଣେ ଗଞ୍ଜେଇ ଚାଲାଣକାରୀକୁ ପୋଲିସ ଗିରଫ କରିବା ସହ ତା ଠାରୁ ୨୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜଗଦଲପୁର…
Read More...

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ନୃସିଂହନାଥ ମନ୍ଦିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଗତକାଲି ଭକ୍ତ ମାନଙ୍କର ଦର୍ଶନ ପାଇଁ ଖୋଲା ଯାଇଛି । ବରଗଡ଼ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଦିନ ୧୧ଟା ସମୟରେ ନୃସିଂହନାଥ ଅତିଥି ଭବନ ପରିସରରେ ଏକ ସଭା ପାଇକମାଳ ତହସିଲଦାର ମନୋଜ…
Read More...

କବି ସତ୍ୟନାରୟଣ ବେରିଆଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧବାର ଦିନ ସନ୍ଧ୍ୟା ୮ଟା ବେଳେ କବି ସତ୍ୟନାରୟଣ ବେରିଆଙ୍କ ମାତା ଶ୍ରୀମତୀ ଅମ୍ବିକା ବେରିଆ ୬୫ ବର୍ଷ ବୟସରେ ଝୁନୁଙ୍ଗାପାଲି ବାସଭବନ ଠାରେ ଦେହାନ୍ତ ଘଟିଥିବା ଜଣାପଡିଛି । ସେ ଥିଲେ ମିଷ୍ଟଭାଷୀ ଧର୍ମପରାୟଣା ମହିଳା । ତାଙ୍କର ବିୟୋଗରେ ଝୁନୁଙ୍ଗାପାଲି…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାର ବିଦ୍ୟାଳୟ ରୂପାନ୍ତିକରଣ ଯୋଜନାରେ ସାମିଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭିତ୍ତି ସଂରଚନାର ତଦାରଖ କରିବା ପାଇଁ ଆଜି ବରଗଡ ଜିଲ୍ଲାପାଳ ମୋନୀଷା ବେନାର୍ଜୀ ଏଆଇଏସ୍‌ ବିଦ୍ୟାଳୟ ପରି…
Read More...

ରଜାପଡା ଅଙ୍ଗନବାଡ଼ି ସେଣ୍ଟରଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ପଦ୍ମପୁର ସ୍ଥିତ ରଜାପଡା ଅଙ୍ଗନବାଡ଼ି ସେଣ୍ଟରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା. ତହସିଲ ସାହୁ, ହସ୍ପିଟାଲ ମେନେଜର ଦିବ୍ୟ ମେହେର, ମହିଳା ସ୍ୱାସ୍ଥ୍ୟ…
Read More...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଚାକିରିରେ ଘୋଟାଲା : ପଦ୍ମପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଅନେକ ଶିଳ୍ପ, କାରାଖାନା ଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନାହିଁ । ଯାହା ଫଳରେ ଲକ୍ଷାଧିକ ଶିକ୍ଷିତ ଯୁବକ ବେକାର ବସିଥିବା ବେଳେ ସରକାରୀ ବାବୁ ଚାକିରୀ ଦେବା ନାମରେ…
Read More...